Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

‘ମୁଁ ଚାକିରୀରୁ ଇସ୍ତଫା ଦେଇ ତୁମ ଚାକର ହୋଇ ରହିବି, ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ’ : ସାମ୍ନାକୁ ଆସିଲା ACFO ସୌମ୍ୟରଞ୍ଜନଙ୍କ ହାତ ଲେଖା

23/07/2021 at 10:40 AM

କଟକ ୨୩।୭: ସାମ୍ନାକୁ ଆସିଲା ଏସିଏଫଓ ସୌମ୍ୟରଞ୍ଜନଙ୍କ ହାତଲେଖା ଚିଠି । ହାତ ଲେଖାରେ ଅନେକ କଥା ଲେଖିଛନ୍ତି ସୌମ୍ୟରଞ୍ଜନ । ଫେବ୍ରୁଆରୀ ୨୨ ଓ ୨୩ରେ ଏହି ଚିଠି ଲେଖିଛନ୍ତି ସୌମ୍ୟରଞ୍ଜନ । ତାଙ୍କ ଲେଖାରେ ରହିଛି- ‘ମୁଁ କେବଳ ତୁମଠାରୁ ଜଣେ ଭଲ ପତ୍ନୀ ଓ ଜଣେ ବନ୍ଧୁର ବ୍ୟବହାର ଆଶା କରେ । ମୁଁ ମୋ ଚାକିରୀରୁ ଇସ୍ତଫା ଦେଇ ତୁମର ଚାକର ହୋଇ ରହିବି। ମୋତେ କେବଳ ତୁମ ପାଦ ତଳେ ଟିକେ ଜାଗା ଦିଅ।’ ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି।

ଏହାସହ ୨୦୨୧ ଫେବୃଆରୀ ୨୨ ତାରିଖରେ ଉକ୍ତ ଡାଏରୀରେ ଆଉ ଏକ ପ୍ରସଙ୍ଗ ଲେଖା ହୋଇଛି, ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହାପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ଯାହା ନିଷ୍ପତ୍ତି ନେବ ସ୍ବାଧୀନ ଭାବେ ନେଇପାରିବ । ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।’

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧୧ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ । ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି। ଉଭୟଙ୍କ ବୈବାହିକ ସମ୍ପର୍କ ଠିକ୍‌ ନଥିବା ଏହି ଲେଖାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

   Related Posts