ପୋଲିସ ମାଡରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ
6/04/2019 at 4:15 PM

କଟକ ୬|୪ : ପୋଲିସ ମାଡରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଲେ ତେଲେଙ୍ଗା ବଜାରର ଭରତ ମଣ୍ଡଳ । ଗତ ୨୪ ତାରିଖରେ ଭରତଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କୋର୍ଟ ଫରୱାର୍ଡ ମଧ୍ୟ କରାଯାଇଥିଲା । ଜେଲରେ ସେ ଅସୁସ୍ଥ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ଭରତଙ୍କ ମୃତ୍ୟୁ ହୋଇଛି । ପୋଲିସ ହେପାଜତରେ ଥିବା ବେଳେ ଭରତଙ୍କୁ ମାଡ ମରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Related Posts
୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
21 January 2021
ଭିଜିଲାନ୍ସ ଜାଲରେ ଜିଆର୍ଏସ୍, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
21 January 2021