Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ବଙ୍ଗୀୟ ଅଭିନେତ୍ରୀଙ୍କ ଘରୁ ଚୋରୀ କରିଥିବା ଚୋର ଭୁବନେଶ୍ବରରୁ ଗିରଫ

29/11/2018 at 12:40 PM

ଭୁବନେଶ୍ବର ୨୯|୧୧:  ବଙ୍ଗୀୟ ଅଭିନେତ୍ରୀ ଋତୁପର୍ଣ୍ଣା ସେନଙ୍କ ଘରୁ ଚୋରି କରି ଫେରାର ହୋଇଯାଇଥିବା ଅଭିଯୁକ୍ତ ଭୁବନେଶ୍ବରରୁ ଗିରଫ ହୋଇଛି । ରାଜଧାନୀର ଏକ ତାରକା ହୋଟେଲରୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତ ଜଣକ ହେଲେ ବୋଧିସତ୍ବ ଭଟ୍ଟାଚାର୍ଯ୍ୟ । ଗିରଫ ପରେ ଅଭିଯୁକ୍ତକୁ କଲିକତା ପୋଲିସକୁ ହସ୍ତାନ୍ତର କରାଯାଇଛି । ଆଜି ଅଭିଯୁକ୍ତ ବୋଧିସତ୍ବକୁ ରିମାଣ୍ଡରେ ନେବ ପୋଲିସ । ଗତ ୪ ମାସ ତଳେ କଲିକତା ସ୍ଥିତ ଅଭିନେତ୍ରୀ ଋତୁପର୍ଣ୍ଣାଙ୍କ ଘରୁ ଲାପଟପ, ସୁନା ଗହଣା ଆଦି ଚୋରୀ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ।

   Related Posts