Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୨୦କୋଟି ଠକେଇ କରିଥିବା ବିଟ୍ କଏନ ସଂସ୍ଥାର କର୍ମକର୍ତ୍ତାଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଲେ ସାଧାରଣ ଲୋକେ

1/10/2019 at 7:33 PM

ଖୋର୍ଦ୍ଧା ୧/୧୦: ବିଟ୍ କଏନ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାର ଅନ୍ୟତମ ଅଭିଯୁକ୍ତ ଶଶି ମିଶ୍ରଙ୍କୁ ଖୋର୍ଦ୍ଧାର କ୍ଷତିଗ୍ରସ୍ତ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସର ଜିମା ଦେଇଛନ୍ତି । ବିଟ କଏନ ସଂସ୍ଥା ନାଁରେ କ୍ରାଇମବ୍ରାଂଚ ଓ ଜଟଣୀ ଥାନାରେ ଦୁଇଟି ମକଦ୍ଦମା ହୋଇଥିବା ବେଳେ, ଜଟଣୀ କମିଶନରେଟ୍ ପୋଲିସ ଖୋର୍ଦ୍ଧା ଥାନାରୁ ଶଶିଙ୍କୁ ଜଟଣୀ ନେଇଯାଇଛି । ତେବେ ଖୋର୍ଦ୍ଧା ଅଂଚଳରେ ୨୦ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ଏହି ସଂସ୍ଥା କରିଥିବା ଜଣାଯାଇଛି ।

ତେତେ ଶଶି ଖୋର୍ଦ୍ଧା ମେଡ଼ିକାଲରେ ଚାକିରି କରୁଥିବା ବେଳେ, ମେଡ଼ିକାଲ କର୍ମଚାରୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ସଂସ୍ଥାର ମୁଖ୍ୟ ଅଭିଯୁକ୍ତ କ୍ରାଇମବ୍ରାଂଚ ପୋଲିସ ଦ୍ବାରା ଗିରଫ ହେବା ପରଠାରୁ ଶଶି ମିଶ୍ର ଫେରାର ଥିଲେ । ତେବେ ବିଟ୍ କଏନ୍ ରେ ଅର୍ଥ ଲଗାଇଥିବା ଲୋକେ କୌଶଳକ୍ରମେ ଶଶିଙ୍କୁ ଧରି ଖୋର୍ଦ୍ଧା ଥାନାକୁ ଆଣିଥିଲେ ।

   Related Posts