Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାଇରସ କବଳରେ ଟେଲି ଷ୍ଟାର: ପଜିଟିଭ ହେଲେ ହିନା ଖାନ୍

27/04/2021 at 7:51 AM

ମୁମ୍ୱାଇ୨୭/୪: କରୋନା ସଂକ୍ରମିତ ହେଲେ ଟେଲି ଷ୍ଟାର ହିନା ଖାନ୍ । ସୋସିଆଲ ମିଡିଆରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ । ଗତ କିଛିଦିନ ତଳେ କରୋନାରେ ତାଙ୍କ ପିତାଙ୍କର ନିଧନ ହୋଇଥିଲା ।

ହିନା କହିଛନ୍ତି ଏହି ସମୟ ବହୁତ କଠିନ ମୋ ପାଇଁ । ମୋ ପିତାଙ୍କୁ ହରାଇବା ପରେ ମୁଁ ବହୁତ ଭାଙ୍ଗିପଡିଥିଲି । ତଥାପି ମୁଁ ନିଜ ମନୋବଳ ଦୃଢ କରି ଚାଲିଛି । ବର୍ତ୍ତମାନ ମୁଁ ନିଜେ ନିଜକୁ ଆଇସୋଲେଟ କରି ରଖିଛି । ଡାକ୍ତରଙ୍କ କହିବା ମୁତାବକ ମୁଁ  ଔଷଧ ଠାରୁ ଆରମ୍ଭ କରି ସବୁ କିଛି ମାନି ଚଳୁଛି । ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଏକାନ୍ତ କାମ୍ୟ । ମୋ ନିକଟତର ବନ୍ଧୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ ସେମାନେ ମୋତେ ଭୂତାଣୁ ଯୁଦ୍ଧରେ ଲଢିବାକୁ ପ୍ରେରଣା ଦେଇଥିବାରୁ । ଗତ କିଛି ଦିନ ତଳେ ତାଙ୍କ ପିତାଙ୍କର ହୃଦଘାତରେ ପରଲୋକ ହୋଇଥିଲା

   Related Posts