ବୌଦ୍ଧ ୧୯।୧୦: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ । ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଅଫିସର ଆକାଉଣ୍ଟାଣ୍ଟ ନାରାୟଣ ମଲ୍ଲିକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
{"id":171825}ହରଭଙ୍ଗା ବ୍ଲକର ଅବସରପ୍ରାପ୍ତ ବ୍ଲକର ପ୍ରଗତି ସହାୟକଙ୍କ ଠାରୁ ଇଏଲ ଫଣ୍ଡ ଟଙ୍କା ରିଲିଜ କରିବା ପାଇଁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଫିସରୁ ଗିରଫ କରିଛି ବୌଦ୍ଧ ଭିଜିଲାନ୍ସ।