Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ଗାଡ଼ି ଦୁର୍ଘଟଣାକୁ ଏଡ଼ାଇବାକୁ ଚାହୁଁଛନ୍ତି କି ? ତେବେ ଅବଲମ୍ବନ କରନ୍ତୁ ବାସ୍ତୁର ଏହି ସବୁ ନିୟମ

9/12/2019 at 11:24 AM

ଆପଣଙ୍କ ଗାଡ଼ିରେ ନକରାତ୍ମକ ଶକ୍ତିର ପ୍ରବେଶ କରିବା ଦ୍ବାରା ଆପଣଙ୍କ ଗାଡ଼ିର କ୍ଷତି ହୋଇଥାଏ। ପେଙ୍ଗ ସୁଇ ଅନୁସାରେ, ଏହି ନକରାତ୍ମକ ଶକ୍ତିକୁ ନାଶ କରିବା ପାଇଁ କିଛି ନିୟମ ପାଳନ କରାଯିବା ଉଚିତ୍।

ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଗାଡ଼ି ପାର୍କ କରିବା ଉଚିତ୍। ଗାଡ଼ିକୁ ଘରର ଲମ୍ବ ସମାନ୍ତରାଳରେ ରଖାଯିବା ଉଚିତ୍। ଗାଡ଼ି ସଫା ରଖିବା ଉଚିତ୍।

ଗାଡ଼ିରେ ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ। ଅବାଞ୍ଛିତ ସାମଗ୍ରୀ ରହିଲେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏକ କାଗଜରେ ଲୁଣ ପକାଇ ଗାଡ଼ିରେ ରଖନ୍ତୁ। ସକାଳେ ଏହାକୁ ନଦୀରେ ପକାଇ ଦିଅନ୍ତୁ। ଏହା ଖରାପ ଶକ୍ତିର ପ୍ରଭାବକୁ କମ୍ କରିଥାଏ। ଏକ ବାକ୍ସରେ କିଛି ପଥର ଏବଂ ବାଲି ପକାନ୍ତୁ ଏବଂ ଗାଡ଼ିରେ ରଖନ୍ତୁ। ଏହା ଦ୍ବାରା ନକରାତ୍ମକ ଶକ୍ତି ପ୍ରବେଶ କରିବାର ସମ୍ଭାବନା କମିଯାଇଥାଏ।

ପ୍ରଚଳିତ ୟାଙ୍ଗଶାଓ ଏବଂ ହୁଆଙ୍ଗଶାନ ସଂସ୍କୃତି ବହୁତ ପ୍ରାଚୀନ ପେଙ୍ଗ ସୁଇ ପ୍ରଥାର ପ୍ରମାଣ। ପେଙ୍ଗ ସୁଇ କେବଳ ମହାକାଶ ବିଜ୍ଞାନ ଉପରେ ନିର୍ଭର କରିଥାଏ।

   Related Posts