ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍;ଜଣେ ମୃତ,୧୫ ଜଣ ଗୁରୁତର
31/05/2018 at 4:51 AM

ବରଗଡ଼ ସୋହେଲା ଥାନା ଘେଁସରେ ଦୁର୍ଘଟଣା । ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ୧୫ ଜଣ ଗୁରୁତର ହେ।ଇଛନ୍ତି । ମୃତକ ହେଲେ କଦମ ସୁନାନୀ । ଗୁରୁତରଙ୍କୁ ବରଗଡ ହସପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାର ଲଖନା,ବାବୁପାଲି,କୋମନାର ଅଞ୍ଚଳର ୨୫ ଜଣ ପତ୍ରବନ୍ଧା କାମ ପାଇଁ ଦେବଗଡ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨ ଡ୍ରାଇଭର ଓ ଜଣେ ଶ୍ରମିକ ଦଲାଲ ମଧ୍ୟ ଦେବଗଡ ଯାଉଥିଲେ ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021