Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍;ଜଣେ ମୃତ,୧୫ ଜଣ ଗୁରୁତର

31/05/2018 at 4:51 AM

ବରଗଡ଼ ସୋହେଲା ଥାନା ଘେଁସରେ ଦୁର୍ଘଟଣା । ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ୧୫ ଜଣ ଗୁରୁତର ହେ।ଇଛନ୍ତି । ମୃତକ ହେଲେ କଦମ ସୁନାନୀ । ଗୁରୁତରଙ୍କୁ ବରଗଡ ହସପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାର ଲଖନା,ବାବୁପାଲି,କୋମନାର ଅଞ୍ଚଳର ୨୫ ଜଣ ପତ୍ରବନ୍ଧା କାମ ପାଇଁ ଦେବଗଡ ଯାଉଥିଲେ । ସେମାନଙ୍କ ମଧ୍ୟରେ ୨ ଡ୍ରାଇଭର ଓ ଜଣେ ଶ୍ରମିକ ଦଲାଲ ମଧ୍ୟ ଦେବଗଡ ଯାଉଥିଲେ ।

Leave a Reply

   Related Posts