ଟ୍ରକ-ବାଇକ ମୁହାଁମୁହିଁ: ୨ ମୃତ, ଜଣେ ଗୁରୁତର
23/11/2020 at 6:05 PM

କନ୍ଧମାଳ୨୩/୧୧: ଟ୍ରକ-ବାଇକ୍ ମୁହାଁମୁହିଁ ୨ ମୃତ, ଜଣେ ଗୁରୁତର। ମିଳିଥିବା ସୂଚନା ଅନୁସାରେ ଗୋଛାପଡା ଥାନା ଅନ୍ତର୍ଗତ ନମ୍ବର ବାଲି ଘାଟିବିଲାଣୀରେ ଏହି ଦୁର୍ଘଟଣା ଘଟିଛି। ଗୁରୁରତଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋଛାପଡା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବର୍ତ୍ତମାନସୁଦ୍ଧା ମୃତ ଏବଂ ଗୁରୁତରଙ୍କ ପରିଚୟ ମିଳି ପାରୖି ନାହିଁ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021