ବସ-ସ୍କୋର୍ପିଓ ମୁହାଁମୁହିଁ ଧକ୍କା, ୫ ଆହତ
1/01/2021 at 8:14 PM

ସୁନ୍ଦରଗଡ୧/୧: ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ-ସ୍କୋର୍ପିଓ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟାଉନ ଥାନା ରାଣୀବଗିଚା ବାଇପାଶ ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।