ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଏବଂ ୩ ଗୁରୁତର
13/01/2021 at 9:50 PM

ମୁନିଗୁଡା୧୩/୧: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଣେ ମୃତ ଏବଂ ୩ ଗୁରୁତର। ହୁକୁମତୋଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ୨ଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କ ଜୀବନ ଚାଲିଗଲା। ଗୁରୁତରମାନଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ କନ୍ଧମାଳ ଜିଲ୍ଲା ବଣ୍ଡାପିପିଲିର ସୁକ୍ରୁ ଗୌଡ।
Related Posts
‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
27 January 2021