Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ସୁପ୍ରିମକୋର୍ଟର ଆଇନକୁ ଉଲଘଂନ କରୁଛନ୍ତି ଏସିସି ସିମେଣ୍ଟ କତ୍ତୃପକ୍ଷ

29/11/2018 at 4:25 PM

ସୁପ୍ରିମକୋର୍ଟର ଆଇନ କୁ ଉଲଘଂନ କରୁଛନ୍ତି ଏସିସି ସିମେଣ୍ଟ କତ୍ତୃପକ୍ଷ। ଜମି ପାଣି ପବନକୁ ପ୍ରଦୂଷିତ କରିବା ସହ ପୋଖରୀ ବନ୍ଧ କଟା ପରି ଜଳାଶୟକୁ ପୁନରୁଦ୍ଧାର କରିବା ପରିବର୍ତ୍ତେ ପୋତିବାରେ ବ୍ୟସ୍ତ ।ଯାହାକି ସିଧାସଳଖ ଉଲଂଘନ କରୁଛି ।ସ୍ଥାନୀୟ ଜନସାଧାରଣଙ୍କ ବିରୋଧ ସତ୍ତ୍ୱେ ପୁନରୁଦ୍ଧାର କରା ଯାଉନାହିଁ । ଯେଉଁ ପାଣି ଦିନେ ପିଇବା ଗାଧୋଇବା ପାଇଁ ଉପଯୋଗୀ ଥିଲା ସେ ପାଣି ଏବେ ମଳମୂତ୍ର ଓ କାରଖାନାର ନିଷ୍କାସିତ ପାଣିର ଜଳାଶୟ ଏବେ ବିଷାକ୍ତ ହେବାକୁ ଲାଗିଛି ।ହେଲେ ପ୍ରଶାସନକୁ ଖାତିର ନାହିଁ କି ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନାହିଁ । ତେବେ ଏ ତ ନମୁନା ଆଗକୁ ଖଣି ଖାଦାନ କେନାଲ ପାଣି ଭୂତଳ ଜଳର ଅନିୟମିତତାର ରହିଛି ଅନେକ ନମୁନା ।

   Related Posts