ବାଣୀବିହାର ପରିସରରେ ଏବିଭିପି ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | April 25, 2019 IST

ଭୁବନେଶ୍ବର ୨୫|୪: ଚତୁର୍ଥ ସେମିଷ୍ଟାର ପରୀକ୍ଷା ବାତିଲ୍ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଏବିଭିପି ଛାତ୍ର ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ଦ୍ବିତୀୟ ଥର ପାଇଁ ଛାତ୍ରଛାତ୍ରୀ ଭିସିଙ୍କୁ ଘେରିଛନ୍ତି ।

{"id":107126}

ଗତ ଜାନୁଆରୀ ୩୦ରେ ଥାର୍ଡ ସେମିଷ୍ଟାର ସରିଥିବା ବେଳେ ମେ ୪ ତାରିଖରୁ ଆରମ୍ଭ ହେଉଛି ଚତୁର୍ଥ ସେମିଷ୍ଟାର । ଏପଟେ ୩୦ ପ୍ରତିଶତ କୋର୍ସ ସରିନି । ଏଭଳି ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.