Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଣୀବିହାର ପରିସରରେ ଏବିଭିପି ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ

25/04/2019 at 2:41 PM

ଭୁବନେଶ୍ବର ୨୫|୪: ଚତୁର୍ଥ ସେମିଷ୍ଟାର ପରୀକ୍ଷା ବାତିଲ୍ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଏବିଭିପି ଛାତ୍ର ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । ଦ୍ବିତୀୟ ଥର ପାଇଁ ଛାତ୍ରଛାତ୍ରୀ ଭିସିଙ୍କୁ ଘେରିଛନ୍ତି ।

ଗତ ଜାନୁଆରୀ ୩୦ରେ ଥାର୍ଡ ସେମିଷ୍ଟାର ସରିଥିବା ବେଳେ ମେ ୪ ତାରିଖରୁ ଆରମ୍ଭ ହେଉଛି ଚତୁର୍ଥ ସେମିଷ୍ଟାର । ଏପଟେ ୩୦ ପ୍ରତିଶତ କୋର୍ସ ସରିନି । ଏଭଳି ସ୍ଥିତିରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

   Related Posts