Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଦିଲ୍ଲୀରେ ଆପ୍ ସହ କଂଗ୍ରେସ ମେଣ୍ଟ ନେଇ ଏଯାଏଁ ସହମତି ହୋଇ ପାରିଲା ନାହିଁ,ରାହୁଲଙ୍କ କୋର୍ଟରେ ଲଟକିଛି

26/03/2019 at 6:05 PM

ଦିଲ୍ଲୀ୨୬|୩: ଦିଲ୍ଲୀରେ ଆପ୍‌ ସହ କଂଗ୍ରେସ ମେଣ୍ଟ ନେଇ ଏଯାଏଁ କିଛି ସ୍ଥିର ହୋଇପାରିନାହିଁ। ଏ ସଂପର୍କରେରାହୁଲ ଗାନ୍ଧି ଶେଷ ନିଷ୍ପତ୍ତି ନେବେ ବୋଲି ଦିଲ୍ଲୀ ଦାୟିତ୍ବରେ ଥିବା କଂଗ୍ରେସ ନେତା ପିସିଚ କୋ ସୂଚନା ଦେଇଛନ୍ତି । ସିଟ ଭାଗବଣ୍ଟାକୁ ନେଇ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ନିଷ୍ପତ୍ତି ହୋଇପାରିନାହିଁ ।ଆପ୍  ସହ ମେଣ୍ଟ କଲେ କଂଗ୍ରେସ କ୍ଷତିରେ ପଡିବ ବୋଲି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତ କିଛିଦିନ ତଳେ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଥିଲେ।ଏନେଇ କଂଗ୍ରେସ ଦିଭାଗ ଆଉ କଂଗ୍ରେସର ନିଷ୍ପତ୍ତି ଉପରେ ନଜର ରଖିଛନ୍ତି ଆପ୍‌ ଓ ବିଜେପି।

କଂଗ୍ରେସ ସହ ମେଣ୍ଟ ହେଲା ଭଳି ସ୍ଥିତି ନାହିଁ ବୋଲି ମାର୍ଚ୍ଚ ୧୯ ରେ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ । ତେବେ କଂଗ୍ରେସର କିଛି ନେତା ଆପ୍‌ ସହ ମେଣ୍ଟ ହେଲେ ଦିଲ୍ଲୀରେ ବିଜେପିକୁ ମାତ୍ ଦେଇହେବ ବୋଲି ଚାହୁଁଛନ୍ତି ।

   Related Posts