ଆମୀର ଖାନଙ୍କ ଝିଅ ଇରାଙ୍କ ପ୍ରଥମ ଫଟୋଶୁଟ୍‌, ଫଟୋ ହେଲା ଭାଇରାଲ

Published By : Prameya-News7 Bureau | August 08, 2019 IST

wp:heading {"level":5}
ମୁମ୍ବାଇ୦୮|୮: ବିଗତ କିଛି ଦିନ ମଧ୍ୟରେ ବଲିଉଡର ଅନେକ ଷ୍ଟାର କିଡ୍ସ ଡେବ୍ୟୁ କରିଛନ୍ତି।
/wp:heading {"id":142266}

ଶାହରୁଖ ଖାନଙ୍କ ଝିଅ ସୁହାନା ଭୋଗ୍‌ ମ୍ୟାଗାଜିନ୍‌ କଭର ପେଜ୍‌ ପାଇଁ ଶୁଟ୍‌ କରି ଡେବ୍ୟୁ କରିଥିଲେ।

{"id":142267}

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲୀ କୋଦାରନାଥ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏବେ ଆମୀରଙ୍କ ଝିଅ ଇରା ନିଜର ପ୍ରଥମ ଫଟୋଶୁଟ୍‌ କରିଛନ୍ତି।

{"id":142265}

ଆମୀର ଖାନ୍‌ଙ୍କ ପ୍ରଥମ ସ୍ତ୍ରୀ ରାନୀ ଦତ୍ତଙ୍କ ଝିଅ ହେଲେ ଇରା। ଇରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।ଅଧିକାଂଶ ସମୟରେ ସେ ନିଜ ପ୍ରେମିକକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅନ୍ୟ ଷ୍ଟାରକିଡ୍‌ଙ୍କଠାରୁ ଇରା ବହୁତ ଅଲଗା।

{"id":142268}

ଏବେ କିଛି ଦିନ ତଳେ ଇରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଲେଟେଷ୍ଟ ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କ ଅନ୍ଦାଜ ଅନ୍ୟ କଳାକାରଙ୍କଠାରୁ ବେଶ ଭିନ୍ନ ଦେଖାଯାଇଛି। ଫଟୋଶୁଟର ଥିମ୍‌ ଥିଲା “ହୁ ଆର ୟୁ"।

{"id":142270}

ସୋସିଆଲ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.