Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଆମୀର ଖାନଙ୍କ ଝିଅ ଇରାଙ୍କ ପ୍ରଥମ ଫଟୋଶୁଟ୍‌, ଫଟୋ ହେଲା ଭାଇରାଲ

8/08/2019 at 5:08 PM

ମୁମ୍ବାଇ୦୮|୮: ବିଗତ କିଛି ଦିନ ମଧ୍ୟରେ ବଲିଉଡର ଅନେକ ଷ୍ଟାର କିଡ୍ସ ଡେବ୍ୟୁ କରିଛନ୍ତି।

ଶାହରୁଖ ଖାନଙ୍କ ଝିଅ ସୁହାନା ଭୋଗ୍‌ ମ୍ୟାଗାଜିନ୍‌ କଭର ପେଜ୍‌ ପାଇଁ ଶୁଟ୍‌ କରି ଡେବ୍ୟୁ କରିଥିଲେ।

ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲୀ କୋଦାରନାଥ ଚଳଚ୍ଚିତ୍ରରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏବେ ଆମୀରଙ୍କ ଝିଅ ଇରା ନିଜର ପ୍ରଥମ ଫଟୋଶୁଟ୍‌ କରିଛନ୍ତି।

ଆମୀର ଖାନ୍‌ଙ୍କ ପ୍ରଥମ ସ୍ତ୍ରୀ ରାନୀ ଦତ୍ତଙ୍କ ଝିଅ ହେଲେ ଇରା। ଇରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।ଅଧିକାଂଶ ସମୟରେ ସେ ନିଜ ପ୍ରେମିକକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅନ୍ୟ ଷ୍ଟାରକିଡ୍‌ଙ୍କଠାରୁ ଇରା ବହୁତ ଅଲଗା।

ଏବେ କିଛି ଦିନ ତଳେ ଇରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଲେଟେଷ୍ଟ ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କ ଅନ୍ଦାଜ ଅନ୍ୟ କଳାକାରଙ୍କଠାରୁ ବେଶ ଭିନ୍ନ ଦେଖାଯାଇଛି। ଫଟୋଶୁଟର ଥିମ୍‌ ଥିଲା “ହୁ ଆର ୟୁ”।

ସୋସିଆଲ ମିଡିଆରେ ମଧ୍ୟ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

   Related Posts