Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଘୋଷଣା ପତ୍ର ଜାରି କଲା ଆମ ଆଦମୀ ପାର୍ଟି : ବିଜେପି ଛଡା ସବୁ ଦଳକୁ ସମର୍ଥନ କରିବୁ ବୋଲି କହିଲେ ଅରବିନ୍ଦ କେଜ୍ରିୱାଲ

25/04/2019 at 12:16 PM

ନୂଆଦିଲ୍ଲୀ ୨୫/୪ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆମ ଆଦମୀ ପାର୍ଟିର ଘୋଷଣା ପତ୍ର ଜାରି କରିଛନ୍ତି | ସେ ଘୋଷଣା ପତ୍ର ଉନ୍ମୋଚନ ବେଳେ ଘୋଷଣା କରିଥିଲେ ଯେ, ସମ୍ବିଧାନକୁ ରକ୍ଷା କରିବା ପାଇଁ ଆମ ଲକ୍ଷ୍ୟ ହେଲା ନରେନ୍ଦ୍ର ମୋଦି ନିର୍ବାଚନ ଲଢନ୍ତୁ | ବିଜେପିକୁ ଛାଡି ଯେଉଁ ଦଳ ମଧ୍ୟ ଜିତିବ ଏବଂ ସରକାର ଗଠନ କରିବା ପରିସ୍ଥିତିରେ ଥିବ, ଆମ ଆଦମୀ ପାର୍ଟି ସେହି ଦଳକୁ ସମର୍ଥନ କରିବ | ଅର୍ଥାତ କେଜ୍ରିୱାଲ ସିଧାସଳଖ କହିଛନ୍ତି ଯେ, ସେ ବିଜେପିକୁ ସମର୍ଥନ କରିବେ ନାହିଁ, ବିଜେପିକୁ ଛାଡି ଅନ୍ୟ ସମସ୍ତ ଦଳକୁ ସମର୍ଥନ କରିବେ | ସେ ଆହୁରି କହିଛନ୍ତି ଯେ, ଯେଉଁ ସରକାର ଦିଲ୍ଲୀକୁ ସମ୍ପୂର୍ଣ ରାଜ୍ୟର ମାନ୍ୟତା ଦେବ ସେ ସେହି ଦଳକୁ ସମର୍ଥନ କରିବେ | ଅଳ୍ପ ସଂଖ୍ୟକ ସମ୍ପ୍ରଦାୟକୁ ବିଜେପି ଅନୁପ୍ରବେଶକାରୀ ବୋଲି କହୁଛି | କିନ୍ତୁ ଆମ ଲକ୍ଷ୍ୟ ସମସ୍ତେ ସୁରକ୍ଷିତ ରୁହନ୍ତୁ | ସମ୍ପୂର୍ଣ ରାଜ୍ୟର ମାନ୍ୟତା ମିଳିବ କ୍ଷଣି ଦିଲ୍ଲୀ ପୋଲିସରେ ଖାଲି ପଡିଥିବା ପଦବୀ ପୂରଣ କରାଯିବ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି କହିଛନ୍ତି କେଜ୍ରିୱାଲ |

आम आदमी पार्टी के दिल्ली घोषणा पत्र को जनता के बीच रखा। लेके रहेंगे पूर्ण राज्य।

आम आदमी पार्टी के दिल्ली घोषणा पत्र को जनता के बीच रखा। लेके रहेंगे पूर्ण राज्य।

Arvind Kejriwal ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಬುಧವಾರ, ಏಪ್ರಿಲ್ 24, 2019

   Related Posts