Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ଅଭିନେତ୍ରୀଙ୍କ ବିକିନି ଫଟୋ ହେଲା ଭାଇରାଲ୍ : ସେୟାର କଲେ ବୋଲ୍ଡ ଫଟୋ

ମୁମ୍ବାଇ ୧୫/୧: ବଲିଉଡ ଅଭିନେତ୍ରୀ ଆହାନା କୁମରା ନିଜ ବୋଲ୍ଡ ଅଭିନୟ ପାଇଁ ଜଣା ଯାଆନ୍ତି। ଫିଲ୍ମ ବ୍ୟତୀତ ଆହାନା ଅନେକ ଓ୍ବେବ ସିରିଜରେ ନଜର ଆସିଛନ୍ତି। ଆହାନା ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଆହାନା ଛୁଟି କଟାଇବାକୁ ଶ୍ରୀଲଙ୍କା ଯାଇଛନ୍ତି ଏବଂ ସେଠାରେ ବିକିନି ପିନ୍ଧି ସୋଶିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି।

ଆହାନାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଆହାନା ବିକିନି ଫଟୋ ସେୟାର କରିଛନ୍ତି।

ଏହି ଫଟୋରେ ଆହାନା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

ଆହାନା ଅଧିକାଂଶ ସମୟରେ ଛୁଟି କଟାଇବାକୁ ବିଦେଶ ଯାଆନ୍ତି। ଭାରତ ବାହାରେ ସେ ସ୍ବିମିଙ୍ଗ୍ ପୁଲରେ ପହଁରିବାକୁ ଭଲ ପାଆନ୍ତି।

363 Views

   ସମ୍ବନ୍ଧିତ ଖବର


Loading...