ଏହି ଅଭିନେତ୍ରୀଙ୍କ ବିକିନି ଫଟୋ ହେଲା ଭାଇରାଲ୍ : ସେୟାର କଲେ ବୋଲ୍ଡ ଫଟୋ

Published By : Prameya-News7 Bureau | January 15, 2020 IST

ମୁମ୍ବାଇ ୧୫/୧: ବଲିଉଡ ଅଭିନେତ୍ରୀ ଆହାନା କୁମରା ନିଜ ବୋଲ୍ଡ ଅଭିନୟ ପାଇଁ ଜଣା ଯାଆନ୍ତି। ଫିଲ୍ମ ବ୍ୟତୀତ ଆହାନା ଅନେକ ଓ୍ବେବ ସିରିଜରେ ନଜର ଆସିଛନ୍ତି। ଆହାନା ଅନେକ ବୋଲ୍ଡ ଫଟୋ ସେୟାର କରିଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି।

{"id":211475,"sizeSlug":"large"}

ଆହାନା ଛୁଟି କଟାଇବାକୁ ଶ୍ରୀଲଙ୍କା ଯାଇଛନ୍ତି ଏବଂ ସେଠାରେ ବିକିନି ପିନ୍ଧି ସୋଶିଆଲ ମିଡିଆରେ ଫଟୋ ଭାଇରାଲ୍ କରିଛନ୍ତି।

{"id":211476,"sizeSlug":"large"}

ଆହାନାଙ୍କ ଏହି ଫଟୋକୁ ତାଙ୍କ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି।

{"id":211477,"sizeSlug":"large"}

ଏହା ପୂର୍ବରୁ ମଧ୍ୟ ଆହାନା ବିକିନି ଫଟୋ ସେୟାର କରିଛନ୍ତି।

{"id":211478,"sizeSlug":"large"}

ଏହି ଫଟୋରେ ଆହାନା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

{"id":211479,"sizeSlug":"large"}

ଆହାନା ଅଧିକାଂଶ ସମୟରେ ଛୁଟି କଟାଇବାକୁ ବିଦେଶ ଯାଆନ୍ତି। ଭାରତ ବାହାରେ ସେ ସ୍ବିମିଙ୍ଗ୍ ପୁଲରେ ପହଁରିବାକୁ ଭଲ ପାଆନ୍ତି।

{"id":211480,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.