Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ନଦୀରେ ଗାଧୋଇବା ବେଳେ ସୁଅରେ ଭାସି ଗଲେ ଯୁବକ

7/07/2020 at 8:36 PM

ଭଦ୍ରକ୭/୭: ନଦୀରେ ଗାଧୋଇବା ବେଳେ ସୁଅରେ ଭାସିଯାଇ ଯୁବକ ନିଖୋଜ । ଭଦ୍ରକ ଜିଲ୍ଲା କାଉପୁର ପଞ୍ଚାୟତର ଏଡ଼ାଦେଇ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସହଦେବ  ରାଉଳ ନାମକ ଯୁବକ ସାଳନ୍ଦୀ ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା  ବେଳେ ନଦୀରେ ଭାସି ଯାଇଥିଲେ । ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ଖବରପାଇ  ଘଟଣାସ୍ଥଳରେ ଆଗରପଡା ଦମକଳବାହିନୀ ପହଁଞ୍ଚିଥିଲା। ଦୀର୍ଘ ତିନି ଘଣ୍ଟାକାଳ ଦମକଳ ବାହିନୀ  ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସ୍ଥାନୀୟ ଲୋକେ ଓ ଅଗ୍ନିଶମବାହିନୀ ମିଳିତ ଭାବେ ପ୍ରୟାସ ଜାରୀ ରଖିଥିଲେ। ପାୱାର ବୋଟ ସହାୟତା ନେଇ ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମବାହିନୀ ।

   Related Posts