Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବ୍ରିଜ୍‌ ଉପରେ ବସି ପବନ ଖାଉ ଖାଉ ତଳକୁ ଖସି ପଡିଲେ ଯୁବକ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

19/06/2020 at 9:02 PM

ଆନନ୍ଦପୁର୧୯/୬: ଆନନ୍ଦପୁର ବୈତରଣୀ ବ୍ରିଜ୍ ଉପରୁ ତଳକୁ ଖସିପଡି ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ। ଶୁକ୍ରବାର ସନ୍ଧ୍ୟାରେ ଘସିପୁରା ଥାନା ବନିକା ଗାଁର ମହେନ୍ଦ୍ର ଜେନା ଆନନ୍ଦପୁର ବୈତରଣୀ ବ୍ରିଜ୍ ସୁରକ୍ଷା ବାଡ ଉପରେ ବସି ପବନ ଖାଉଥିଲେ। ହେଲେ ହଠାତ୍ ତଳକୁ ଚାହିଁବାରୁ ମୁଣ୍ଡବୁଲାଇ  ସେ ପ୍ରାୟ ୬୦ ଫୁଟ ଉଚ୍ଚ ବ୍ରିଜ୍‌ରୁ ତଳକୁ ପଡିଯାଥିଲେ। ତଳେ ପଡି ଚିତ୍କାର କରୁଥିବା ସମୟରେ କିଛି ଲୋକ ଦେଖି ଘସିପୁରା ଅଗ୍ନିଶମ ବିଭାଗକୁ ଖବର କରିବାରୁ ଅଗ୍ନିଶମ କର୍ମଚାରୀ ସେଠାରୁ ଉଦ୍ଧାର କରି ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।

   Related Posts