Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଯୁବକଙ୍କୁ ଘରୁ ଟେକି ନେଲେ ଦୁର୍ବୃତ୍ତ, ବର୍ତ୍ତମାନ ସୁଦ୍ଧା ମିଳି ନାହିଁ ପତ୍ତା

25/12/2020 at 8:43 AM

ମାଲକାନଗିରି୨୫/୧୨: ଯୁବକଙ୍କୁ ଘରୁ ଟେକି ନେଲେ ଦୁର୍ବୃତ୍ତ। ମାଲକାଗନଗିରି ପୌର ପରିଷଦ ଅନ୍ତର୍ଗତ ଏମ୍‌ଭି -୪୩ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଟେକି ନେଇଥିବା ପରିବାର ଲୋକ କହିଛନ୍ତି। ଯୁବକ ଜଣକ ହେଉଛନ୍ତି ମଙ୍ଗଳ ମଣ୍ଡଳଙ୍କ ପୁଅ ଶିବାନନ୍ଦ ମଣ୍ଡଳ। ଏ ନେଇ ମାଲକାନଗିରି ଟାଉନ ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି।

ମାଲକାନଗିରି ପୌରାଞ୍ଚଳ ଅନ୍ତର୍ଗତ ଏମ୍ ଭି ୪୩ ନମ୍ବର ଗ୍ରାମରୁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ୪ ଜଣ ଲୋକ ଘରେ ପହଞ୍ଚି ଉଠାଇ ନେଇଥିବ ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ।

   Related Posts