Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଓ ଧମକ ଦେଇ ଯୁବକ ଗିରଫ

14/11/2020 at 9:05 PM

ରାଇରଙ୍ଗପୁର ୧୪/୧୧: ଜଣେ ମହିଳାଙ୍କ ଘରେ ଜୋର ଜୋବରଦସ୍ତ ପଶି ଦୁଷ୍କର୍ମ କରିବା ଏବଂ ଘଟଣା ପ୍ରଘଟ କଲେ ଗମ୍ଭୀର ପରିଣାମ ଭୋଗିବା ଧମକ ଦେଇ ଯୁବକ ଗିରଫ। ଏପରି ଘଟଣା ଘଟିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଡାଡିହା ଗ୍ରାମ ରେ।

ସୂଚନା ଅନୁଯାୟୀ ଗତ ୧୧ ତାରିଖ ରାତିରେ ପୋଡାଡିହା ଗ୍ରାମର ବାବୁଲୁ ସିଂ ନାମକ ଜଣେ ଯୁବକ ଜଣେ ମହିଳାଙ୍କ ଘରେ ପଶି ଜଣେ ଗର୍ଭବତୀ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। ଘଟଣା ପ୍ରକାଶ କଲେ ପରିଣାମ ଭଲ ହବ ନାହିଁ ବୋଲି ଧମକ ଦେଇଥିଲେ। ତେବେ ମହିଳା ଜଣଙ୍କ ଭୟଭୀତ ନ ହୋଇ ଥାନାରେ ଅଭିଯୋଗ କରିଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ପୁଲିସ ୧୪୬/୨୦ରେ କେଶ ପଞ୍ଜିକୃତ କରିବା ସହିତ ଅଭିଯୁକ୍ତ ବାବୁଲୁ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts