ବ୍ରହ୍ମପୁର୧୮/୧: ଠକେଇ ଅଭିଯୋଗରେ ସନ୍ତୋଷ କୁମାର ବିଶ୍ବାଳ ନାମକ ଜଣେ ଯୁବକକୁ ଗିରଫ କଲା ବ୍ରହ୍ମପୁର ପୋଲିସ। ଇଣ୍ଡିଆ ହେଲପ୍ ଲାଇନ୍ ଚ୍ୟାରିଟେବୁଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟିର ପରିଚୟ ଦେଇ ଗଞ୍ଜାମ ଜିଲ୍ଲାର ବହୁ ଯୁବକଙ୍କ ଠାରୁ ଠକି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।
ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ବିଜୟ କେତନ...