Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଚାଲିଥିଲା ଭୋଜି-ଭାତର ଆୟୋଜନ, ହଠାତ୍ ନଦୀରେ ନିଖୋଜ ହୋଇଗଲେ ଯୁବତୀ

3/01/2021 at 7:59 PM

ସୁନ୍ଦରଗଡ୩/୧: ନୂଆ ବର୍ଷରେ ଭୋଜି ହେଲା କାଳ। ତଳସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ ନିକଟରେ ଭୋଜି୍ର-ଭାତ ଆ​ୟୋଜନା ଚାଲିଥିଲା।ଯୁବତୀ ଜଣଙ୍କ ଗାଧୋଇବା ଲାଗି ଯାଇ ପାଣିରେ ବୁଡ଼ି ଯାଇଥିଲେ। ନିଖୋଜ ଯୁବତୀ ହେଲେ ଅର୍ଣ୍ଣପୂର୍ଣ୍ଣା ପ୍ରଜାପତି।ରାଜଗାଙ୍ଗପୁର କୁମ୍ଭାରପଡା ଅଞ୍ଚଳରେ ତାଙ୍କ ଘର।

ଭୋଜିରେ ସାମିଲ ଥିବା ସାଙ୍ଗସାଥୀଙ୍କ କହିବା ମୁତାବକ, ଗାଧୋଇବା ବେଳେ ଅର୍ଣ୍ଣପୂର୍ଣ୍ଣାଙ୍କ ଗୋଡ ଖସି ଯାଇଥିଲା। ଯାହାଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ନଦୀରେ ନିଖୋଜ ହେବାର ୫ ଘଣ୍ଟା ବିତିଗଲାଣି ତଥାପି ତାଙ୍କର ଖୋଜ ଖୋବର ମିଳି ନାହିଁ। ସ୍ଥାନୀୟ ଲୋକେ, ତଲସରା ପୁଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପତ୍ତା ମିଳି ନାହିଁ।

   Related Posts