Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ନମୋ ଆସିଥିଲେ ଡିସକଭରୀରେ ଆଉ ନବୀନ ଆସିବେ ନ୍ୟାସନାଲ ଜିଓଗ୍ରାଫିକରେ !

18/09/2019 at 11:19 PM

ଭୁବନେଶ୍ୱର ୧୮।୦୯- ନମୋ ଆସିଥିଲେ ଡିସକଭରୀରେ ଆଉ ନବୀନ ଆସିବେ ନ୍ୟାସନାଲ ଜିଓଗ୍ରାଫିକରେ । ଏବେ ଏମିତି କିଛି ଶୁଣିବାକୁ ମିଳୁଛି । ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା ହୋଇ ନ ଥିଲେ ବି ଯାହା ସୂଚନା ଆସୁଛି ଖୁବ୍ ଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ସୋ’ ପ୍ରସାରିତ ହେବ ।
ଯାହାର ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଛି । ଏହା ସହ ଆଉ କିଛି ଭାଗ ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ହୋଇଛି । ଏହି ସୋ’ରେ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ରହିଛି । ନିଜେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ପୂରା ବିବରଣୀ ରଖିବେ । ୧୯୯୯ ଓ ୨୦୧୯ ଭିତରର ଦୁଇ ଦଶନ୍ଧିର ତୁଳନାତ୍ମକ ଚିତ୍ର ଦେଖିବାକୁ ମିଳିବ । ଖୁବ୍ ଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ ପକ୍ଷରୁ ଏ ନେଇ ଟିଜର ଆସିବ ।

   Related Posts