Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠୁ ବୁଧ-ଚନ୍ଦ୍ରଙ୍କର ଦୁର୍ଲଭ ସଂଯୋଗ : ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରକୃତ ପ୍ରେମ

ଶାସ୍ତ୍ର କଥା କହିବା ଯଦି ବହୁତ ଦିନ ପରେ କାଲିଠୁ ବୁଧ-ଚନ୍ଦ୍ରର ଦୁର୍ଲଭ ସଂଯୋଗ ହେଉଛି। ଯାହା ଫଳରେ କେତେକ ରାଶିର ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିପାରେ। ଏମାନଙ୍କ ଜୀବନ ମଧ୍ୟ ହଠାତ୍ ବଦଳିପାରେ। ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରକୃତ ପ୍ରେମ ପାଇବାରେ ସଫଳ ହେବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ସେହି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କୁ ବୁଧ-ଚନ୍ଦ୍ରମାର ଦୁର୍ଲଭ ସଂଯୋଗ ଯୋଗୁଁ ପ୍ରକୃତ ପ୍ରେମ ମିଳିବ।

କର୍କଟ ଏବଂ ମକର ରାଶି : ଶାସ୍ତ୍ର ଅନୁସାରେ କାଲିଠୁ ବୁଧ-ଚନ୍ଦ୍ରଙ୍କର ଦୁର୍ଲଭ ସଂଯୋଗ ହେଉଛି। ଯାହା ଫଳରେ କର୍କଟ ଏବଂ ମକର ରାଶିଙ୍କ ପ୍ରେମ ଜୀବନରେ ଖୁସି ଆସିପାରେ। ଏହି ରାଶିର ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିପାରେ। ଏମାନେ ଏକ ସଫଳ ଜୀବନ ଉପଭୋଗ କରିବେ। ଏମାନଙ୍କ ଘରର ସବୁ ସମସ୍ୟା ଦୂର ହୋଇଯିବ। ଜୀବନସାଥୀଙ୍କ ସହଯୋଗ ଏମାନଙ୍କୁ ଭାଗ୍ୟଶାଳୀ କରିବ। ଏମାନଙ୍କ ପ୍ରେମ ଜୀବନ ପୂର୍ବ ଅପେକ୍ଷା ଉନ୍ନତ ହେବ। ଆପଣ ଗଣେଶଙ୍କ ଉପାସନା କରନ୍ତୁ।

ମିଥୁନ ଏବଂ କୁମ୍ଭ ରାଶି : କାଲିଠୁ ବୁଧ-ଚନ୍ଦ୍ରଙ୍କ ଦୁର୍ଲଭ ସଂଯୋଗ ହେଉଛି। ଯାହା ଫଳରେ ମିଥୁନ ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିପାରେ। ଏମାନଙ୍କ ପ୍ରେମ ଜୀବନ ସଫଳ ହେବ। ଏକତରଫା ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିବ। ଏମାନଙ୍କ ପ୍ରେମ ବିବାହ ସଫଳ ହେବ। ପ୍ରେମ ଜୀବନ ସହ ଜଡ଼ିତ କୌଣସି ନିଷ୍ପତ୍ତି ନେବା ପାଇଁ ଏହା ସବୁଠୁ ଅନୁକୂଳ ସମୟ। ଆପଣ ଗଣେଶଙ୍କ ପୂଜା କରିବେ।

କନ୍ୟା ଏବଂ ତୁଳା ରାଶି : ଶାସ୍ତ୍ର ଅନୁସାରେ କାଲିଠୁ ବୁଧ-ଚନ୍ଦ୍ରର ଦୁର୍ଲଭ ସଂଯୋଗ ହେଉଛି। ଯାହା ଫଳରେ କନ୍ୟା ଏବଂ ତୁଳା ରାଶିର ବ୍ୟକ୍ତିଙ୍କୁ ପ୍ରକୃତ ପ୍ରେମ ମିଳିପାରେ। ଏହି ରାଶିର ବ୍ୟକ୍ତିମାନେ ନିଜ ପ୍ରେମ ପାଇବାରେ ସଫଳ ହେବେ। ଏମାନେ ସବୁ ପ୍ରକାର କଷ୍ଟରୁ ମୁକ୍ତି ପାଇବେ ଏମାନେ ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କ ସହ ଭଲ ସମୟ ବିତାଇବେ। ଏମାନେ ଗଣେଶଙ୍କ ପୂଜା କରିବେ।

   Related Posts