ଏମିତି ଗୋଟେ ଜାଗା ଅଛି ଯେଉଁଠି ମହିଳାମାନେ ପିନ୍ଧନ୍ତି ନାହିଁ ବ୍ଲାଉଜ, ଆସନ୍ତୁ ଜାଣିବା କାହିଁକି

Published By : Prameya-News7 Bureau | December 19, 2018 IST

ଜୟପୁର ୧୯/୧୨ : ମହିଳାମାନେ  ବିଶେଷକରି ଶାଢ଼ୀ ସାୟା ବ୍ଲାଉଜ ପିନ୍ଧିଲେ ସୁନ୍ଦର ଦେଖାଯାନ୍ତି। ଆଜିକାଲି ଶାଢ଼ୀ ପିନ୍ଧିବାକୁ କେହି କେହି ପରମ୍ପରା ବୋଲି ଭାବୁଥିବାବେଳେ କେହି ବି ଏହାକୁ ଫେସନରେପିନ୍ଧୁଥାନ୍ତି । ସାଧରଣତଃ ଶାଢ଼ୀ ପିନ୍ଧିଲା ବେଳେ ମହିଳାମାନେ ବ୍ଲାଉଜ ପିନ୍ଧିବାକୁ ଗୁରୁତ୍ଵ ଦେଇଥାନ୍ତି। ବ୍ଲାଉଜ ପିନ୍ଦିବା ଦ୍ଵାରା ମହିଳାମାନେ ଶାଳୀନତା ତଥା ସଂଭ୍ରମତା ରକ୍ଷାକରିପାରନ୍ତି । ଏଥିପାଇଁପ୍ରାୟ ସବୁ ମହିଳା ଶାଢ଼ୀ ପିନ୍ଧିବା ବେଳେ ବ୍ଲାଉଜ ପିନ୍ଧିବାକୁ ଉଚିତ ମଣିଥାନ୍ତି । ଅଧିକ ସୁନ୍ଧରଦେଖାହେବା ପାଇଁ  କିମ୍ଵା  ଫେସନ ପାଇଁ ମହିଳାମାନେ ସ୍ଲିଭଲେସ ବ୍ଲାଉଜ, ବେକଲେସ୍ ବ୍ଲାଉଜବି ପିନ୍ଧିଥାନ୍ତି ।

{"id":65433,"width":590,"height":887}

ଆଜି ଆମେ ଏମିତି ଗୋଟଏଜାଗା କଥା କହିବୁ, ଯେଉଁଠି ମହିଳାମାନେ ବ୍ଲାଉଜ ପିନ୍ଧିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । କାହିଁକିପସନ୍ଦ କରନ୍ତିନାହିଁ, ଅସନ୍ତୁ ଜାଣିବା ...

ଏହି ଜାଗାର ମହିଳାମାନେବ୍ଲାଉଜ ପିନ୍ଧିବାକୁ ଆଜିକାଲି ନୁହେଁ, ହଜାରେ ବର୍ଷପୂର୍ବରୁ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି।  ପରମ୍ପରା ଅନୁସାରେ ସେମାନଙ୍କୁ ସାମାଜିକ ସ୍ଵୀକୃତିଦିଆଯାଇନାହିଁ । ସେମାନଙ୍କର ପୂର୍ବପୁରୁଷ ଅମଳରୁ ମଧ୍ୟ କେହି ବ୍ଲାଉଜ ପିନ୍ଧୁ ନ ଥିଲେ । ଏହି ସ୍ଥାନରେମହିଳାମାନେ ନିଜେ ପିନ୍ଧୁ ନ ଥିଲେ କି ସେମାନଙ୍କୁ କେହି ପିନ୍ଧିବାକୁ ଅନୁମତି ଦେଉ ନ ଥିଲେ ।

ଏହି ଜାଗା ବାବଦରେ ଜାଣିବାକୁଚାହୁଁଛନ୍ତି କି ?

{"id":65430,"width":574,"height":755}

ଏହି ଜାଗା ଆମଦେଶ ବାହାରେବି ନୁହେଁ । ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆଦୀବାସୀ ଜନଜାତି ଅଂଚଳ କଥା ହିଁ କହୁଛୁ । ଯେଉଁଠାରେମହିଳାମାନେ ବିନା ବ୍ଲାଉଜରେ ଶାଢ଼ୀ ପିନ୍ଧିବାକୁ ପଡ଼ିଥାଏ । କାରଣ ସେଠାରେ ବ୍ଲାଉଜ ପିନ୍ଧିଲେ ସାମାଜିକବାସନ୍ଦ ହେବାକୁ ପଡ଼େ । ସେଥିପାଇଁ ମହିଳାମାନେ ବ୍ଲାଉଜ ପିନ୍ଧନ୍ତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.