Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଏମିତି ଗୋଟେ ଜାଗା ଅଛି ଯେଉଁଠି ମହିଳାମାନେ ପିନ୍ଧନ୍ତି ନାହିଁ ବ୍ଲାଉଜ, ଆସନ୍ତୁ ଜାଣିବା କାହିଁକି

19/12/2018 at 8:09 PM

ଜୟପୁର ୧୯/୧୨ : ମହିଳାମାନେ  ବିଶେଷକରି ଶାଢ଼ୀ ସାୟା ବ୍ଲାଉଜ ପିନ୍ଧିଲେ ସୁନ୍ଦର ଦେଖାଯାନ୍ତି। ଆଜିକାଲି ଶାଢ଼ୀ ପିନ୍ଧିବାକୁ କେହି କେହି ପରମ୍ପରା ବୋଲି ଭାବୁଥିବାବେଳେ କେହି ବି ଏହାକୁ ଫେସନରେପିନ୍ଧୁଥାନ୍ତି । ସାଧରଣତଃ ଶାଢ଼ୀ ପିନ୍ଧିଲା ବେଳେ ମହିଳାମାନେ ବ୍ଲାଉଜ ପିନ୍ଧିବାକୁ ଗୁରୁତ୍ଵ ଦେଇଥାନ୍ତି। ବ୍ଲାଉଜ ପିନ୍ଦିବା ଦ୍ଵାରା ମହିଳାମାନେ ଶାଳୀନତା ତଥା ସଂଭ୍ରମତା ରକ୍ଷାକରିପାରନ୍ତି । ଏଥିପାଇଁପ୍ରାୟ ସବୁ ମହିଳା ଶାଢ଼ୀ ପିନ୍ଧିବା ବେଳେ ବ୍ଲାଉଜ ପିନ୍ଧିବାକୁ ଉଚିତ ମଣିଥାନ୍ତି । ଅଧିକ ସୁନ୍ଧରଦେଖାହେବା ପାଇଁ  କିମ୍ଵା  ଫେସନ ପାଇଁ ମହିଳାମାନେ ସ୍ଲିଭଲେସ ବ୍ଲାଉଜ, ବେକଲେସ୍ ବ୍ଲାଉଜବି ପିନ୍ଧିଥାନ୍ତି ।

ଆଜି ଆମେ ଏମିତି ଗୋଟଏଜାଗା କଥା କହିବୁ, ଯେଉଁଠି ମହିଳାମାନେ ବ୍ଲାଉଜ ପିନ୍ଧିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । କାହିଁକିପସନ୍ଦ କରନ୍ତିନାହିଁ, ଅସନ୍ତୁ ଜାଣିବା …

ଏହି ଜାଗାର ମହିଳାମାନେବ୍ଲାଉଜ ପିନ୍ଧିବାକୁ ଆଜିକାଲି ନୁହେଁ, ହଜାରେ ବର୍ଷପୂର୍ବରୁ ପିନ୍ଧିବାକୁ ପସନ୍ଦ କରୁନାହାଁନ୍ତି।  ପରମ୍ପରା ଅନୁସାରେ ସେମାନଙ୍କୁ ସାମାଜିକ ସ୍ଵୀକୃତିଦିଆଯାଇନାହିଁ । ସେମାନଙ୍କର ପୂର୍ବପୁରୁଷ ଅମଳରୁ ମଧ୍ୟ କେହି ବ୍ଲାଉଜ ପିନ୍ଧୁ ନ ଥିଲେ । ଏହି ସ୍ଥାନରେମହିଳାମାନେ ନିଜେ ପିନ୍ଧୁ ନ ଥିଲେ କି ସେମାନଙ୍କୁ କେହି ପିନ୍ଧିବାକୁ ଅନୁମତି ଦେଉ ନ ଥିଲେ ।

ଏହି ଜାଗା ବାବଦରେ ଜାଣିବାକୁଚାହୁଁଛନ୍ତି କି ?

ଏହି ଜାଗା ଆମଦେଶ ବାହାରେବି ନୁହେଁ । ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆଦୀବାସୀ ଜନଜାତି ଅଂଚଳ କଥା ହିଁ କହୁଛୁ । ଯେଉଁଠାରେମହିଳାମାନେ ବିନା ବ୍ଲାଉଜରେ ଶାଢ଼ୀ ପିନ୍ଧିବାକୁ ପଡ଼ିଥାଏ । କାରଣ ସେଠାରେ ବ୍ଲାଉଜ ପିନ୍ଧିଲେ ସାମାଜିକବାସନ୍ଦ ହେବାକୁ ପଡ଼େ । ସେଥିପାଇଁ ମହିଳାମାନେ ବ୍ଲାଉଜ ପିନ୍ଧନ୍ତି ନାହିଁ ।

   Related Posts