Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ ସେଣ୍ଡଓ୍ଵିଚ ଠାରୁ ମହିଳାଙ୍କ ଦେହର ଦାମ୍ ଶସ୍ତା, ଆସନ୍ତୁ ଜାଣିବା

23/03/2019 at 7:05 PM

ବେଶ୍ୟାବୃତ୍ତି ମହିଳାମାନଙ୍କ ପାଇଁ ଏକ କଳଙ୍କ । କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ ନାଚାର । ଏସବୁ ନ କଲେ ନ ହୁଏ । ବିଭିନ୍ନ ଦେଶରେ ବେଶ୍ୟାବୃତ୍ତିକୁ ନେଇ ଅଛି ଭିନ୍ନ ଭିନ୍ନ ରୋଚକ କଥା ।

ଆଜି ଆମେ ଏକ ସ୍ଥାନର କଥା କହିବୁ ଯାହା ଆପଣ ଜାଣିବେ ତ କହିବେ ..ଏମିତି ବି ହୁଏ ଏହି ଦେଶମାନଙ୍କରେ ।

ଗ୍ରୀସର ଏମିତି ଏକ ଦେଶ ଅଛି ଯେଉଁଠି ମାତ୍ର ଗୋଟେ ସ୍ୟାଣ୍ଡଓ୍ଵିଚ ମାଧ୍ୟମରେ ମହିଳାମାନେ ରାତିରେ ବେଡ଼ ପାର୍ଟନର ହେବାକୁ ପଛାଇବେ ନାହିଁ  ।

ସେମାନେ ନିଜର ଚଳଣୀ ସହ ଏସବୁ କାମକୁ ଦେହସୁଆ କରିସାରିଲେଣି । ଏମିତି ଏକ ସମୟ ଥିଲା ଗ୍ରୀସ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା । ସେତେବେଳେ ଖାଇବାକୁ ବି ସାଧାରଣସ୍ତରରେ ଅନେକ ସଂଗ୍ରାମ କରିବାକୁ ପଡ଼ୁଥିଲା । ଲୋକେ ଗଣ୍ଡେ ଖାଇବାକୁ ପାଉ ନଥିବା ବେଳେ ମଉଜ କରିବାକୁ କାହିଁକି ବା ଭାବିବେ । ସେହି ସମୟରେ ବେଶ୍ୟାବୃତ୍ତି ଉପରେ ନିର୍ଭର କରି ଚଳୁଥିବା ମହିଳାମାନେ ବି ସଂକଟ ପରିସ୍ଥିତି ଦେଇ ଗତି କରୁଥିଲେ । ଏହିସମୟରେ ଖଣ୍ଡେ ସ୍ୟାଣ୍ଡଓ୍ଵିଚ ପାଇଁ ନିଜର ଦେହଦାନ କରିବାକୁ ପଛାଉ ନଥିଲେ ଏହି ମହିଳାମାନେ । ଆଜିକା ଦିନରେ ସେମିତି କିଛି ଜାଗା ଅଛି ଯେଉଁଠି ମହିଳାମାନେ ନିଜ ପେଟର ଭୋକ ପାଇଁ ଏସବୁ କରିବାକୁ ପଛାଇ ନଥାନ୍ତି ।

ଅବଶ୍ୟ ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି ।

   Related Posts