ଏମିତି ଏକ ସ୍ଥାନ ଅଛି ଯେଉଁଠି ଏକ ସେଣ୍ଡଓ୍ଵିଚ ଠାରୁ ମହିଳାଙ୍କ ଦେହର ଦାମ୍ ଶସ୍ତା, ଆସନ୍ତୁ ଜାଣିବା

Published By : Prameya-News7 Bureau | March 23, 2019 IST

ବେଶ୍ୟାବୃତ୍ତି ମହିଳାମାନଙ୍କ ପାଇଁ ଏକ କଳଙ୍କ । କିନ୍ତୁ ଅନେକ କ୍ଷେତ୍ରରେ ମହିଳାମାନେ ନାଚାର । ଏସବୁ ନ କଲେ ନ ହୁଏ । ବିଭିନ୍ନ ଦେଶରେ ବେଶ୍ୟାବୃତ୍ତିକୁ ନେଇ ଅଛି ଭିନ୍ନ ଭିନ୍ନ ରୋଚକ କଥା ।

ଆଜି ଆମେ ଏକ ସ୍ଥାନର କଥା କହିବୁ ଯାହା ଆପଣ ଜାଣିବେ ତ କହିବେ ..ଏମିତି ବି ହୁଏ ଏହି ଦେଶମାନଙ୍କରେ ।

ଗ୍ରୀସର ଏମିତି ଏକ ଦେଶ ଅଛି ଯେଉଁଠି ମାତ୍ର ଗୋଟେ ସ୍ୟାଣ୍ଡଓ୍ଵିଚ ମାଧ୍ୟମରେ ମହିଳାମାନେ ରାତିରେ ବେଡ଼ ପାର୍ଟନର ହେବାକୁ ପଛାଇବେ ନାହିଁ  ।

ସେମାନେ ନିଜର ଚଳଣୀ ସହ ଏସବୁ କାମକୁ ଦେହସୁଆ କରିସାରିଲେଣି । ଏମିତି ଏକ ସମୟ ଥିଲା ଗ୍ରୀସ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା । ସେତେବେଳେ ଖାଇବାକୁ ବି ସାଧାରଣସ୍ତରରେ ଅନେକ ସଂଗ୍ରାମ କରିବାକୁ ପଡ଼ୁଥିଲା । ଲୋକେ ଗଣ୍ଡେ ଖାଇବାକୁ ପାଉ ନଥିବା ବେଳେ ମଉଜ କରିବାକୁ କାହିଁକି ବା ଭାବିବେ । ସେହି ସମୟରେ ବେଶ୍ୟାବୃତ୍ତି ଉପରେ ନିର୍ଭର କରି ଚଳୁଥିବା ମହିଳାମାନେ ବି ସଂକଟ ପରିସ୍ଥିତି ଦେଇ ଗତି କରୁଥିଲେ । ଏହିସମୟରେ ଖଣ୍ଡେ ସ୍ୟାଣ୍ଡଓ୍ଵିଚ ପାଇଁ ନିଜର ଦେହଦାନ କରିବାକୁ ପଛାଉ ନଥିଲେ ଏହି ମହିଳାମାନେ । ଆଜିକା ଦିନରେ ସେମିତି କିଛି ଜାଗା ଅଛି ଯେଉଁଠି ମହିଳାମାନେ ନିଜ ପେଟର ଭୋକ ପାଇଁ ଏସବୁ କରିବାକୁ ପଛାଇ ନଥାନ୍ତି ।

ଅବଶ୍ୟ ଏବେ ପରିସ୍ଥିତି ସୁଧୁରିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.