Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୃଥିବୀରେ ରହିବାକୁ ଲାଗୁଛି ଡର : କରୋନା ଭୟରେ ଚନ୍ଦ୍ରରେ ଘର କିଣଲେ ଅଶ୍ୱିନୀ

25/05/2021 at 10:33 AM

ୟୁପି ୨୫/୫: କରୋନା ଭୟରେ ବେଶ୍ ପ୍ରଭାବିତ ହେବାରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରା । ମହାମାରୀ ପାଇଁ ଲୋକେ ଭୂତାଣୁର କବଳରେ ପଡିଯାଉଛନ୍ତି । ଏପରିକି ଅନେକ ଲୋକ ଏଥିରେ ପ୍ରାଣ ବି ହରାଉଛନ୍ତି । ଯେହେତେୁ ବର୍ତ୍ତମାନ ଆମର ବିପଦରେ ପଡିଛି, ତାହାଲେ ଆସନ୍ତାକାଲି କଣ ହେବ ତାହା କେହି ଜାଣି ନାହାଁନ୍ତି । ବୈଜ୍ଞାନିକମାନେ ମଧ୍ୟ ତୃତୀୟ ଲହର ଆସିବା ନେଇ ଚେତାବନୀ ବି ଦେଇଦେଲେଣି ।

ଏହାକୁ ଦୃଷ୍ଟିରେ ରଖି କାରଣ ଲୋକେ ଆଉ ପୃଥିବୀ ପୃଷ୍ଠରେ ରହିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ଫଳରେ ଲୋକେ ବର୍ତ୍ତମାନ ଚନ୍ଦ୍ର ମୁହାଁ ହେଲେଣି । ୟୁପିର ସାହାରନପୁରରେ ରହୁଥିବା ଅଶ୍ୱିନୀ ସୁଖିଆ ଚନ୍ଦ୍ରରେ ଏକ ଘର କିଣିଛନ୍ତି । ଯାହାର ଦାମ ରହିଛି ୫ ଲକ୍ଷ ଟଙ୍କା । ନକ୍ସା , ରେଜିଷ୍ଟ୍ରି ସବ୍ ପ୍ରସ୍ତୁତ ଅଛି । ତାଙ୍କୁ ପଚାରିବାରୁ ସେ କହିଛନ୍ତି ଏଣିକି ଚନ୍ଦ୍ରରେ ଯାଇ ରହିବାକୁ ପଡିବ ।

   Related Posts