Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଜିଠାରୁ ଏହି ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବ ନୂଆ ମୋଡ, ମିଳିବ ଫାଇଦା ହିଁ ଫାଇଦା

7/12/2019 at 10:15 AM

ଆଜିଠାରୁ ଏହି ୭ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ନୂଆମୋଡ ଆସିବ । ଏମାନଙ୍କ ଜୀବନରେ ସୁଃଖ ସମୃଦ୍ଧି ବୃଦ୍ଧି ପାଇବ । ପୂର୍ବରୁ କରିଥିବା ନିବେଶରୁ ଲାଭବାନ୍ ହେବେ । ଏହି ବ୍ୟକ୍ତିଙ୍କ ଦ୍ବାରା କରାଯାଇଥିବା ନୂଆ ଯୋଜନାରୁ ଭଲ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ଅତିରିକ୍ତ ଆର୍ଥିକ ଲାଭ ପ୍ରାପ୍ତ ହେବାର ଯୋଗ ରହିଛି । ଯେଉଁ ବ୍ୟକ୍ତିମାନେ ବିଦେଶରେ ରହୁଛନ୍ତି ସେମାନଙ୍କୁ ଶୁଭ ଖବର ମିଳିପାରେ । ବନ୍ଧୁମାନଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ପୂର୍ବରୁ କରିଥିବା କାର୍ଯ୍ୟରୁ ଶୀଘ୍ର ଫାଇଦା ମିଳିବାର ସମ୍ଭାବନା ରହିଛି । ଆପଣ କୌଣସି ନୂତନ କାର୍ଯ୍ୟ କରିବାର ସମ୍ଭାବନା ରହିଛି । ଯାହା ଆପଣଙ୍କ ପାଇଁ ଲାଭଦାୟକ ରହିବ ।

ଚାକିରୀ କରୁଥିବା ବ୍ୟକ୍ତିଙ୍କ ଆୟ ବୃଦ୍ଧି ହୋଇପାରେ । ସେମାନଙ୍କର ପଦୋନ୍ନତି ମଧ୍ୟ ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କୁ ବହୁ ପ୍ରକାରର ଲାଭ ମିଳିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବା ସହ ବେତନ ମଧ୍ୟ ବୃଦ୍ଧି ହେବାର ଯୋଗ ରହିଛି । ପରିବାରରେ ଏକା ସହ ଅନେକ ଶୁଭ କାର୍ଯ୍ୟ ସମ୍ପନ୍ନ ହେବ । ଆପଣଙ୍କ ଜୀବନରେ ଉନ୍ନତିର ଭିନ୍ନ ଭିନ୍ନ ଅବସର ମିଳିବ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପ୍ରୟାସ ଜାରି ରଖିବେ । ବ୍ୟବସାୟରେ ଉନ୍ନତି ହେବ । ଆପଣଙ୍କ ପରାକ୍ରମରେ ବୃଦ୍ଧି ଘଟିବ । ଏହି ୭ଟି ରାଶି ହେଉଛି ତୁଳା, ମିଥୁନ, ସିଂହ, କନ୍ୟା, ମକର, କୁମ୍ଭ ଏବଂ ମୀନ ।

   Related Posts