ଭଦ୍ରକରେ ଜାରି ହେଲା ନୂଆ କଟକଣା...

Published By : Prameya-News7 Bureau | April 06, 2020 IST

ଭଦ୍ରକ୬/୫: ସାମାଜିକ ଦୂରତ୍ୱ ପାଇଁ ଏବେ ନୂଆ ନିୟମ। ଲକଡାଉନ ବେଳେ କୋହଳ ସମୟ ବେଳେ ଲୋକଙ୍କ ଭିଡ ଦେଖି ଭଦ୍ରକ ଜିଲ୍ଲାପ୍ରଶାସନ ଏବେ ନୂଆ ସମୟ ଧାର୍ଯ୍ୟ କରିଛି । ସାମାଜିକ ଦୂରତ୍ୱ ଓ ବଜାରରେ ଅଧିକ ଭିଡ ନ କରିବା ପାଇଁ ପ୍ରଶାସନ କେତେକ ନିୟମ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଥିବା ବେଳେ ବାଇକ ଓ ଘରୋଇ ଗାଡି ଉପରେ ଲଗାମ ଲଗାଇଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

{"id":249848,"sizeSlug":"large"}


ଭଦ୍ରକ ଜିଲ୍ଲା ପ୍ରଶାସନର ପରିବର୍ତ୍ତିତ ନିଷ୍ପତ୍ତି
୧. ପରିବା ହାଟ ସହ ତେଜରାତି ଦୋକାନ ସକାଳ ୬ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
୨. କ୍ଷୀର ଓ ଫଳ ଦୋକାନ ସକାଳ ୬ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।
୩. ହେଲେ କୌଣସି ସମୟରେ ବି ବିନା ଅନୁମତିରେ ବାଇକ ବା ବ୍ୟକ୍ତିଗତ ଗାଡି ଚଳାଚଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.