Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭଦ୍ରକରେ ଜାରି ହେଲା ନୂଆ କଟକଣା…

6/04/2020 at 4:27 PM

ଭଦ୍ରକ୬/୫: ସାମାଜିକ ଦୂରତ୍ୱ ପାଇଁ ଏବେ ନୂଆ ନିୟମ। ଲକଡାଉନ ବେଳେ କୋହଳ ସମୟ ବେଳେ ଲୋକଙ୍କ ଭିଡ ଦେଖି ଭଦ୍ରକ ଜିଲ୍ଲାପ୍ରଶାସନ ଏବେ ନୂଆ ସମୟ ଧାର୍ଯ୍ୟ କରିଛି । ସାମାଜିକ ଦୂରତ୍ୱ ଓ ବଜାରରେ ଅଧିକ ଭିଡ ନ କରିବା ପାଇଁ ପ୍ରଶାସନ କେତେକ ନିୟମ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଥିବା ବେଳେ ବାଇକ ଓ ଘରୋଇ ଗାଡି ଉପରେ ଲଗାମ ଲଗାଇଛି ଭଦ୍ରକ ଜିଲ୍ଲା ପ୍ରଶାସନ ।


ଭଦ୍ରକ ଜିଲ୍ଲା ପ୍ରଶାସନର ପରିବର୍ତ୍ତିତ ନିଷ୍ପତ୍ତି
୧. ପରିବା ହାଟ ସହ ତେଜରାତି ଦୋକାନ ସକାଳ ୬ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
୨. କ୍ଷୀର ଓ ଫଳ ଦୋକାନ ସକାଳ ୬ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।
୩. ହେଲେ କୌଣସି ସମୟରେ ବି ବିନା ଅନୁମତିରେ ବାଇକ ବା ବ୍ୟକ୍ତିଗତ ଗାଡି ଚଳାଚଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   Related Posts