କନ୍ଧମାଳ-ବାଲିଗୁଡା ଅଞ୍ଚଳରେ ମୃଦୁ ଭୂମିକମ୍ପ

Published By : Prameya-News7 Bureau | January 08, 2021 IST

କନ୍ଧମାଳ  ୦୮।୦୧: କନ୍ଧମାଳ-ବାଲିଗୁଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଛି। ରାତି ୯ଟା୪୫ ମିନିଟରେ ଭୂମିକମ୍ପ ହେଇଥିବା ସୂଚନା ମିଳିଛି। ଜିଲ୍ଲାର ସାରଙ୍ଗ ତ, ବାଲିଗୁଡ଼ା, ବୁଡ଼ା ଗୁଡ଼ା,ପକାରୀ ଆବି ଅଞ୍ଚଳରେ ୩ ରୁ ୪ ସେକେଣ୍ଡ ଭୂମିକମ୍ପ ଅନୁଭୂତ ହୋଇଛି। ଭୟରେ ଲୋକେ ଘରୁ ପଦାକୁ ବାହାରି ଆସି ଥିଲେ। ଏ ଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.