ରୋଗ ଯନ୍ତ୍ରଣା ସହି ନପାରି ଗଛରେ ରଶି ଲଗାଇ ଆତ୍ମହତ୍ୟା

Published By : Prameya-News7 Bureau | August 26, 2018 IST

ମୟୁରଭଞ୍ଜ ୨୬/୮ : ମୟୁରଭଞ୍ଜ ଜିଲ୍ଲା ବାରିପଦା ମୋରଡା ଥାନା ଅନ୍ତର୍ଗତ ରକୁଣୀ ଗାଁରେ ଅଭାବନୀୟ । ରୋଗ ଯନ୍ତ୍ରଣା ସହି ନପାରି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ଯୁବକ ହେଲେ ବବି ନାୟକ । ତାଙ୍କର ୪ ବର୍ଷର ଝିଅ ଅଛି । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କ ଗେ।ଡରେ ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଭେ।ଗୁଥିଲେ । ଡ଼ାକ୍ତର ତାଙ୍କୁ ଗେ।ଡ କାଟିବାକୁ ପରାମର୍ଶ ଦେଇଥିଲେ । ଏମିତିକି ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି ଚାଲିଯାଇଥିଲେ । ଯନ୍ତ୍ରଣା ସହ୍ୟ କରି ନପାରି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପେ।ଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.