Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରାତି ଅଧରେ ଶଶ୍ଵରଘର ଯାଇ ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ

13/03/2019 at 6:49 PM

ପଲାମୁ ୧୩/୨- ଶଶ୍ଵର ଘରେ ପଶି ନିଜ ସ୍ତ୍ରୀକୁ ରାତି ଅଧରେ ପଶି ହତ୍ୟାକଲା ଜ୍ଵାଇଁ । ନିଜର ସାଙ୍ଗଙ୍କ ସହ ମିଶି ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କରିଥିବା ଶଶ୍ଵର ଘର ତରଫରୁ ଅଣାଯାଇଛି ଅଭିଯୋଗ ।

ଏହି ଅଭାବନୀୟ ଘଟଣା ଝାଡ଼ଖଣ୍ଡର ପଲାମୁରେ । ନିଜର ଝିଅ ଫୁଲଟୁନ ସତବରଓ୍ଵାରେ ସଂଜୟ ସିଂ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲା । ସଂଜୟ ଅନ୍ୟତ୍ର ବିବାହ କରିବାକୁ ଚାହୁଁଥିଲେ । ଏହି ଘଟଣାରେ ସଂଜୟର ସ୍ତ୍ରୀ ଓ ଶଶ୍ଵରଘର ଲୋକ ବିରୋଧ କରିଥିଲେ । ଅନ୍ୟତ୍ର ବିବାହ କରିବାକୁ ନେଇ ସଂଜୟର ସ୍ତ୍ରୀ ସହିତ ହୋଇଥିଲା ପାଟିତୁଣ୍ଡ । ସଂଜୟର ସ୍ତ୍ରୀ ବାପଘରେ ଆସି ରହୁଥିଲା ।

ଘଟଣାର ପୂର୍ବଦିନ ରାତିରେ ସଂଜୟ ତାର ତିନିଜଣ ସାଙ୍ଗଙ୍କ ସହ ଶଶ୍ଵରଘରକୁ ଆସିଥିଲା । ରାତିରେ ସେମାନେ ଖାଇପିଇ ମଧ୍ୟ ଘରକୁ ଫେରିଥିବା କଥା କହିଛନ୍ତି ସଂଜୟର ଶାଶୁ ନିତୁ ସିଂ ।

ମଧ୍ୟରାତ୍ରରେ ସଂଜୟ ଓ ତାର ସାଙ୍ଗମାନେ ପୁଣିଥରେ ଆସିଥିଲେ । ସେମାନେ ଘର ପଛପଟେ ଯାଇ ଝିଅ ଫୁଲଟୁନକୁ ହତ୍ୟା କରିଥିବା କଥା ଅଭିଯୋଗ ଆଣିଛନ୍ତି ଶଶ୍ଵର ମନୁ ସିଂ ।

ସେମାନେ ହତ୍ୟା କରିବା ପରେ ଶବକୁ ଘର ପଛପାଖକୁ ଫିଙ୍ଗିଦେଇଥିବା କଥା ମନୁ ସିଂ ପରିବାର ପକ୍ଷରୁ ଅଣାଯାଇଛି ଅଭିଯୋଗ ।  

   Related Posts