ଉଲଗ୍ନ ହୋଇ ଏହି ମହିଳା ଡାକ୍ତର କରନ୍ତି ଚିକିତ୍ସା, ଜାଣନ୍ତୁ କାରଣ

Published By : Prameya-News7 Bureau | March 26, 2019 IST

wp:heading {"level":5}
ଲୋକେ ଜାକ୍ତରଙ୍କୁ ଭଗମାନ ଭଳି ମାନିଥାନ୍ତି। କାରଣ ଡାକ୍ତରମାନେ ରୋଗୀଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ଚିକିତ୍ସା ଶୈଳୀ ବିଷୟରେ ଜାଣିଥାନ୍ତି । ଏକ ନିଆରା ଧରଣର ଚିକିତ୍ସା ଏବେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ଏମିତି ଏକ ମହିଳା ଡାକ୍ତର ଯିଏ ବସ୍ତ୍ର ନପିନ୍ଧି ଲୋକଙ୍କ ଚିକିତ୍ସା କରନ୍ତି। ତେବେ ଏହି ନିଆରା ଉପଚାରର କାରଣ ଜାଣନ୍ତୁ।
/wp:heading wp:heading {"level":5}
ଏହି ମହିଳା ଡାକ୍ତର ଚିକିତ୍ସା କରିବା ସମୟରେ କୌଣସି ପୋଷାକ ପିନ୍ଧନ୍ତି ନାହିଁ। ରୋଗୀ ସହ କଥା ହେବା ସମୟରେ ନିଜର ସବୁ ବସ୍ତ୍ର କାଢି ଦିଅନ୍ତି ଓ ଉଲଗ୍ନ ହୋଇଯାଆନ୍ତି। ନ୍ୟୁୟର୍କର ୨୪ ବର୍ଷ ବୟସ୍କା ଏହି ମହିଳା ହେଉଛନ୍ତି ସାରାହ ହ୍ୱାଇଟ୍‌। ସେ ଜଣେ ମାନସିକ ରୋଗ ଚିକିତ୍ସକ । ସେ ପୁରୁଷ ରୋଗୀଙ୍କ ଚିକିତ୍ସା କରିବା ସମୟରେ ପିନ୍ଧିଥିବା ବସ୍ତ୍ର କାଢିଦିଅନ୍ତି। ବିଶ୍ୱର ମହାନ ଦାର୍ଶନିକ, ମନୋବଜ୍ଞାନୀ ତଥା ମାନସିକ ଚିକିତ୍ସକ ଫ୍ରାୟଡଙ୍କ ଥିଓରି ଅନୁଯାଇ ସେ ରୋଗୀଙ୍କ ଚିକିତ୍ସା କରନ୍ତି ବୋଲି ସାରାହ କହିଥିଲେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.