Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଉଲଗ୍ନ ହୋଇ ଏହି ମହିଳା ଡାକ୍ତର କରନ୍ତି ଚିକିତ୍ସା, ଜାଣନ୍ତୁ କାରଣ

26/03/2019 at 2:41 PM

ଲୋକେ ଜାକ୍ତରଙ୍କୁ ଭଗମାନ ଭଳି ମାନିଥାନ୍ତି। କାରଣ ଡାକ୍ତରମାନେ ରୋଗୀଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ଚିକିତ୍ସା ଶୈଳୀ ବିଷୟରେ ଜାଣିଥାନ୍ତି । ଏକ ନିଆରା ଧରଣର ଚିକିତ୍ସା ଏବେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଛି। ଏମିତି ଏକ ମହିଳା ଡାକ୍ତର ଯିଏ ବସ୍ତ୍ର ନପିନ୍ଧି ଲୋକଙ୍କ ଚିକିତ୍ସା କରନ୍ତି। ତେବେ ଏହି ନିଆରା ଉପଚାରର କାରଣ ଜାଣନ୍ତୁ।
ଏହି ମହିଳା ଡାକ୍ତର ଚିକିତ୍ସା କରିବା ସମୟରେ କୌଣସି ପୋଷାକ ପିନ୍ଧନ୍ତି ନାହିଁ। ରୋଗୀ ସହ କଥା ହେବା ସମୟରେ ନିଜର ସବୁ ବସ୍ତ୍ର କାଢି ଦିଅନ୍ତି ଓ ଉଲଗ୍ନ ହୋଇଯାଆନ୍ତି। ନ୍ୟୁୟର୍କର ୨୪ ବର୍ଷ ବୟସ୍କା ଏହି ମହିଳା ହେଉଛନ୍ତି ସାରାହ ହ୍ୱାଇଟ୍‌। ସେ ଜଣେ ମାନସିକ ରୋଗ ଚିକିତ୍ସକ । ସେ ପୁରୁଷ ରୋଗୀଙ୍କ ଚିକିତ୍ସା କରିବା ସମୟରେ ପିନ୍ଧିଥିବା ବସ୍ତ୍ର କାଢିଦିଅନ୍ତି। ବିଶ୍ୱର ମହାନ ଦାର୍ଶନିକ, ମନୋବଜ୍ଞାନୀ ତଥା ମାନସିକ ଚିକିତ୍ସକ ଫ୍ରାୟଡଙ୍କ ଥିଓରି ଅନୁଯାଇ ସେ ରୋଗୀଙ୍କ ଚିକିତ୍ସା କରନ୍ତି ବୋଲି ସାରାହ କହିଥିଲେ।

   Related Posts