ଦୋକାନ ଭିତରେ ପଶି ଦୋକାନୀଙ୍କୁ ମାଡ଼

Published By : Prameya-News7 Bureau | December 02, 2019 IST

ବାଲେଶ୍ବର୨/୧୨- ଦୋକାନ ଭିତରେ ପଶି ଦୋକାନୀଙ୍କୁ ମାଡ଼ । ଜଣେ ମହିଳା ଆଉ ଦୁଇ ଜଣ ପୁରୁଷ ଦୋକାନୀ ଜଣକୁ ଉତ୍ତମ ମଧ୍ୟମ ଛେଚୁଛନ୍ତି ।   ବାଲେଶ୍ବର ଫ୍ଲାଏ ଓଭର ବ୍ରିଜ ତଳେ ଥିବା ଏକ ଲୁଗା ଦୋକାନୀକୁ ମାଡ଼ ମରାଯାଉଛି।  ଦୋକାନ ଭିତରେ ଅନୈତିକ କାମ କରୁଥିବା ଅଭିଯୋଗରେ ଏମିତି ଆକ୍ରମଣ କରାଯାଇଛି । ଏବେ ଏହି ମାଡ଼ର ଭିଜୁଆଲ ଭାଇରାଲ ହେଉଛି । ଏନେଇ ବାଲେଶ୍ବର ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.