Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଦୋକାନ ଭିତରେ ପଶି ଦୋକାନୀଙ୍କୁ ମାଡ଼

2/12/2019 at 8:11 PM

ବାଲେଶ୍ବର୨/୧୨- ଦୋକାନ ଭିତରେ ପଶି ଦୋକାନୀଙ୍କୁ ମାଡ଼ । ଜଣେ ମହିଳା ଆଉ ଦୁଇ ଜଣ ପୁରୁଷ ଦୋକାନୀ ଜଣକୁ ଉତ୍ତମ ମଧ୍ୟମ ଛେଚୁଛନ୍ତି ।   ବାଲେଶ୍ବର ଫ୍ଲାଏ ଓଭର ବ୍ରିଜ ତଳେ ଥିବା ଏକ ଲୁଗା ଦୋକାନୀକୁ ମାଡ଼ ମରାଯାଉଛି।  ଦୋକାନ ଭିତରେ ଅନୈତିକ କାମ କରୁଥିବା ଅଭିଯୋଗରେ ଏମିତି ଆକ୍ରମଣ କରାଯାଇଛି । ଏବେ ଏହି ମାଡ଼ର ଭିଜୁଆଲ ଭାଇରାଲ ହେଉଛି । ଏନେଇ ବାଲେଶ୍ବର ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି । 

   Related Posts