Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଯୁବତୀଙ୍କୁ ଦେଖା କରିବାକୁ ନ ଦେବାରୁ ରିସେପ୍ସନିଷ୍ଟକୁ ଗୁଳି କରି ହତ୍ୟା : ୩ଜଣ ଗିରଫ

8/12/2018 at 6:17 PM

୮/୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୈାର ବିଭୂତିଖଣ୍ଡର ସାହାରାଗ୍ରାଣ୍ଡ ହୋଟେଲର ରିସେପ୍ସନିଷ୍ଟକୁ ଗୁଳି ମାରି ହତ୍ୟା ଘଟଣାର ପର୍ଦ୍ଦା ଫାଶ ହୋଇଛି। ଏହି ମାମଲାରେଦୁଇ ଜଣ ଯୁବତୀ ଏବଂ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି।

ଏହି ଘଟଣାର  ଯାଞ୍ଚନିମନ୍ତେ ଗଠିତ ହୋଇଥିବା ଟିମ୍ ୧୦ଘଣ୍ଟା ମଧ୍ୟରେ ଏହି ଘଟଣାର ପର୍ଦ୍ଦା ଫା କରିଛି। ପୋଲିସଙ୍କକହିବା ଅନୁସାରେ ଅଭିଯୁକ୍ତ ଯୁବକ ୨ଜଣ ସାହାରା ଗ୍ରାଣ୍ଡ ହୋଟେଲରେ ରହିଥିବା ଯୁବତୀଙ୍କୁ ଦେଖା କରିବାକୁଆସିଥିଲେ।

ସେହି ସମୟରେ ସେଠାରେ ଉପସ୍ଥିତ ଥିବା ରିସେସ୍ପନିଷ୍ଟକୃଷ୍ଣ ପ୍ରତାପ ସିଂହ ସେମାନଙ୍କୁ ଦେଖା କରିବାକୁ ଅନୁମତି ଦେଇନଥିବାରୁ ଅଭିଯୁକ୍ତ ରାଗିଯାଇ ତାଙ୍କୁଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ମୃତ କୃଷ୍ଣ ପ୍ରତାପ ସିଂହ ପ୍ରତାପଗଢ଼ ଥାନାର ଜଟଓ୍ବାରାଗାଁର ପୁରେ ବସାବନ ଅଞ୍ଚଳରେ ରହୁଥିଲେ। ପୋଲିସ ସିସିଟିଭି ସହାୟତାରେ ମାମଲାର ପର୍ଦ୍ଦା ଫାଶ କରିଥିଲେ।ସିସିଟିଭିରେ ଅଭିଯୁକ୍ତମାନେ ଗୁଳି କରିବା ପରେ ଦୈାଡ଼ିବା ଦେଖାଯାଇଛି।

   Related Posts