ଚନ୍ଦକାରେ ଗ୍ରେନେଡ୍‌ ବିସ୍ଫୋରଣ: ଜଣେ ମୃତ, ୨ ଗୁରୁତର ଆହାତ

Published By : Prameya-News7 Bureau | April 07, 2020 IST

ଭୁବନେଶ୍ବର୭/୪: ଟ୍ରେନିଂ ବେଳେ ହାବିଲଦାରଙ୍କ ମୃତ୍ୟୁ। ମୃତ ହାବିଲଦାରଙ୍କ ନାଁ ପ୍ରକାଶ ଚନ୍ଦ୍ର ସାହୁ। ଚନ୍ଦକା ଏସଓଜି କ୍ୟାମ୍ପରେ ଗ୍ରେନେଡ୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ଘର ବରଗଡ଼ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.