କେନ୍ଦ୍ରାପଡା ଲୁଣା ନଦୀରେ ବୁଡି ନାବାଳକ ନିଖେ।ଜ

Published By : Prameya-News7 Bureau | August 26, 2018 IST

କେନ୍ଦ୍ରାପଡା ୨୬/୮ : ଲୁଣା ନଦୀରେ ବୁଡି ନାବାଳକ ନିଖେ।ଜ ହୋଇଛି । ମାର୍ଶାଘାଇ କସେ।ଟିବାଇ ନିକଟ ଲୁଣା ନଦୀ ବାଲୁକେଶ୍ବର ଘ।ଟରେ ଗାଧେ।ଉଥିବାବେଳେ ନିଖେ।ଜ ହେ।ଇଯାଇଛନ୍ତି ନାବାଳକ । ନିଖେ।ଜ ନାବାଳକ ଜଣକ ହେଲେ ସତ୍ୟଜିତ ଦାସ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି ସ୍ଥାନୀୟଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.