Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଭିକାରୀର ରୋଜଗାର ମାସିକ ୩୦ ହଜାରରୁ କମ୍ ନୁହେଁ , ୩ଜଣଙ୍କୁ ବିବାହ କରି ଯେତିକି ଆରାମରେ ଅଛି ,ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

22/12/2018 at 10:43 PM

ଚକ୍ରଧରପୁର ୨୨/୧୨-ଆଜି ଆମେ ଜଣେ ଭିକାରି କଥା କହିବା ଯାହାର ରୋଜଗାର ଜାଣିଲେ ହୋଇଯିବେ ଆଶ୍ଵର୍ଯ୍ୟ । ଅନ୍ୟ ଭିକାରିଙ୍କ ପରି ସେ ୧୦୦/୨୦୦ ଟଂକା ରୋଜଗାର କରିବାକୁ ଦିନସାରା  ଏଣେତେଣେ ବୁଲି କରିବାକୁ ପଡ଼େ ନାହିଁ କସରତ ।

ସେଭଳି ଭିକାରି ବାବଦରେ ଆଜି  ଆସନ୍ତୁ ଜାଣିବା । ସେ ମାସିକ ୩୦ ହଜାର ରୋଜଗାର କରିବା ସହ ଆହୁରି ୪ଜଣ ପିଲାଙ୍କୁ ବି ଦେଇଛି ଚାକିରି ।

ଛତିଶଗଡ଼ର ଛୋଟୁ  । ବୟସ ପାଖାପାଖି ଚାଳିଶ । ଚକ୍ରଧରପୁର ଷ୍ଟେସନରେ ବୁଲୁଥାଏ ସବୁବେଳେ । ତାକୁ ଦେଖିଲେ ଲାଗିବ ଯେମିତି ଶାରୀରିକ ବିକଳାଙ୍ଗ । ହେଲେ ସେ ବର୍ଷକୁ ୪ ଲକ୍ଷରୁ କମ୍ ରୋଜଗାର କରେନାହିଁ । ଅର୍ଥାତ ମାସକୁ ୩୦ ହଜାରରୁ ଅଧିକ । ସେଥିପାଇଁ ନା ଭରିବାକୁ ପଡ଼େ ପିଏଫ,ନା ସରକାରଙ୍କୁ ଦେବାକୁ ପଡ଼େ ଟ୍ୟାକ୍ସ ।

ଛୋଟୁ ପ୍ରଥମରୁ ବହୁତ ଗରୀବ ଥିଲା । ଦୁଇବେଳା ଗଣ୍ଡେ ଖାଇବାକୁ ବି ପାଉ ନ ଥିଲା । ସେ ଭିକ ମାଗିବା  ଯେବେ ଆରମ୍ଭ କଲା ମାତ୍ର ୧୦୦-୨୦୦ ଟଂକା ରୋଜଗାର କରୁଥିଲା । କିନ୍ତୁ ଆଜି ସେ ଦିନକୁ ୧୨୦୦ ରୁ ୧୫୦୦ ରୋଜଗାର କରିବାର ହୋଇପାରିଛି ସକ୍ଷମ ।

କେବଳ ଏତିକି ନୁହେଁ ସେ ୩ଜଣ ମହିଳାଙ୍କୁ ବି କରିଛି ବିବାହ । ମାସକୁ ୩୦ ହଜାର ରୋଜଗାର ଥିବା ଛୋଟୁର ଲାଇଫଷ୍ଟାଇଲ ବି କିଛି କମ୍ ନୁହେଁ । ସେ ଆହୁରି ୪ଟି ପିଲାଙ୍କୁ ଚାକିରି ଦେଇ ଦରମା  ବି ଦେଉଛି ।

ଛୋଟୁ ଭଳି ସମସ୍ତ ଭିକାରି ସମାନ ଧରଣର ନୁହେଁ । ସେଥିପାଇଁ ସବୁ ଭିକାରିଙ୍କୁ ସମାନ ଦୃଷ୍ଟିରେ ଦେଖି ସେମାନଙ୍କୁ ସାହାର୍ଯ୍ୟରୁ ବଂଚିତ କରିବା ଠିକ ନୁହେଁ ।

   Related Posts