Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ଲଢ଼େଇରେ ସାମିଲ ହେଲେ ୬ ବର୍ଷର ପିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ୧୫୦୦ ଟଙ୍କା

11/04/2020 at 4:24 PM

ଭଞ୍ଜନଗର୧୧/୪: କରୋନା ବିରୋଧରେ ଲଢ଼େଇରେ ସାମିଲ ହୋଇଛନ୍ତି ୬ ବର୍ଷ ଶିଶୁ।  ଟଙ୍କେ ଟଙ୍କେ କରି ସଞ୍ଚୟ କରି ରଖିଥିବା ୧୫୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ଖୁସ ଆଦେନୀ। ଭଞ୍ଜନଗର ସବ୍‌ କଲେକ୍ଟରଙ୍କ କାର୍ଯ୍ୟାଳୟରେ ଜେଜେ ବାପା ଆଡ୍‌ଭୋକେଟ ତାଜ ଆଦେନୀଙ୍କ ଉପସ୍ଥିତିରେ ସେ ସହାୟତା ରାଶି ପ୍ରଦାନ କରିଛନ୍ତି। ଏତେ କମ୍ ବୟସରେ ତାଙ୍କର ଏଭଳି ଚିନ୍ତାଧାରକୁ ସମସ୍ତେ ପ୍ରଶଂସା କରିଛନ୍ତି।

   Related Posts