କରୋନା ଲଢ଼େଇରେ ସାମିଲ ହେଲେ ୬ ବର୍ଷର ପିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ୧୫୦୦ ଟଙ୍କା

Published By : Prameya-News7 Bureau | April 11, 2020 IST

ଭଞ୍ଜନଗର୧୧/୪: କରୋନା ବିରୋଧରେ ଲଢ଼େଇରେ ସାମିଲ ହୋଇଛନ୍ତି ୬ ବର୍ଷ ଶିଶୁ।  ଟଙ୍କେ ଟଙ୍କେ କରି ସଞ୍ଚୟ କରି ରଖିଥିବା ୧୫୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ଖୁସ ଆଦେନୀ। ଭଞ୍ଜନଗର ସବ୍‌ କଲେକ୍ଟରଙ୍କ କାର୍ଯ୍ୟାଳୟରେ ଜେଜେ ବାପା ଆଡ୍‌ଭୋକେଟ ତାଜ ଆଦେନୀଙ୍କ ଉପସ୍ଥିତିରେ ସେ ସହାୟତା ରାଶି ପ୍ରଦାନ କରିଛନ୍ତି। ଏତେ କମ୍ ବୟସରେ ତାଙ୍କର ଏଭଳି ଚିନ୍ତାଧାରକୁ ସମସ୍ତେ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.