୩ବର୍ଷର ସାନ ଭଉଣୀକୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଲା ୯ବର୍ଷର ଭଉଣୀ
Published By : Prameya-News7 Bureau | June 17, 2018 IST
୩ବର୍ଷର ସାନ ଭଉଣୀକୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଲା ୯ବର୍ଷର ଭଉଣୀ
ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଘଟଣା ... ଘର ପାଖରେ ଖେଳୁଥିବା ବେଳେ ୩ ବର୍ଷର ମିଳି କୂଅରେ ପଡିଯାଇଥିଲେ ... ପାଖରେ କେହି ନଥିବାରୁ ତାକୁ ଉଦ୍ଧାର କରିବାକୁ ୯ ବର୍ଷୀୟ ଭଉଣୀ ଝିଲି କୂଅକୁ ଡେଇଁପଡ଼ିଥିଲେ ... ପରେ ପରିବାର ଓ ସାହି ଭାଇ ମିଶି ୨ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି ...