Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୧୭୪୧ ପଜିଟିଭ୍ ଚିହ୍ନଟ
  • ||
  • ନୟାଗଡ଼ : ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ
  • ||
  • ଆଜି ୧୧ ଜିଲ୍ଲାରେ କାଳବୈଶାଖି ବର୍ଷା ! ୧୫ ଯାଏଁ ତାତିରୁ ମିଳିବ ତ୍ରାହି
  • ||

ଚାଷୀଙ୍କୁ ଅଫର୍ : 9pm Discussion on 18th Dec 2018

18/12/2018 at 11:12 PM

ଆଜିର ବିତର୍କ- ଚାଷୀଙ୍କୁ ଅଫର୍ ।

ରାଜନୀତିରେ ଚାଷୀ ଓ ଚାଷ ଏବେ ମୁଖ୍ୟ ପ୍ରସଙ୍ଗ । ୩ଟି ରାଜ୍ୟରେ ସଫଳ ହେବା ପରେ କଂଗ୍ରେସ୍ କୃଷି ଋଣ ଛାଡ଼କୁ ମୁଖ୍ୟ ପ୍ରସଙ୍ଗ କରିଛି । ଶାସନକୁ ଆସିଲେ କଂଗ୍ରେସ ସାରା ଦେଶରେ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । ଏପଟେ ଆଞ୍ଚଳିକ ଦଳଗୁଡ଼ିକ ବି ସେହି ରାସ୍ତାରେ ଯାଉଛନ୍ତି । ରାଜ୍ୟରେ ଚାଷ, ଚାଷୀ ଓ କୃଷି ରଣ ଛାଡ଼କୁ ନେଇ ବି ଜୋର ଧରିଛି ରାଜନୀତି । ଶାସନକୁ ଆସିଲେ କୃଷି ରଣ ଛାଡ଼ କରାଯିବ ବୋଲି ଉଭୟ କଂଗ୍ରେସ ଓ ବିଜେପି ଘୋଷଣା କଲେଣି । ଆଉ ବିଜେଡି ସବୁବେଳେ କହିଆସୁଛି , ଚାଷୀଙ୍କୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

   Related Posts