ଚାଷୀଙ୍କୁ ଅଫର୍ : 9pm Discussion on 18th Dec 2018

Published By : Prameya-News7 Bureau | December 18, 2018 IST

wp:core-embed/youtube {"url":"https://youtu.be/0OqqjsvO-e0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://youtu.be/0OqqjsvO-e0
/wp:core-embed/youtube

ଆଜିର ବିତର୍କ- ଚାଷୀଙ୍କୁ ଅଫର୍ ।

ରାଜନୀତିରେ ଚାଷୀ ଓ ଚାଷ ଏବେ ମୁଖ୍ୟ ପ୍ରସଙ୍ଗ । ୩ଟି ରାଜ୍ୟରେ ସଫଳ ହେବା ପରେ କଂଗ୍ରେସ୍ କୃଷି ଋଣ ଛାଡ଼କୁ ମୁଖ୍ୟ ପ୍ରସଙ୍ଗ କରିଛି । ଶାସନକୁ ଆସିଲେ କଂଗ୍ରେସ ସାରା ଦେଶରେ କୃଷି ଋଣ ଛାଡ଼ କରିବ ବୋଲି ଘୋଷଣା କରିଛନ୍ତି ରାହୁଲ ଗାନ୍ଧି । ଏପଟେ ଆଞ୍ଚଳିକ ଦଳଗୁଡ଼ିକ ବି ସେହି ରାସ୍ତାରେ ଯାଉଛନ୍ତି । ରାଜ୍ୟରେ ଚାଷ, ଚାଷୀ ଓ କୃଷି ରଣ ଛାଡ଼କୁ ନେଇ ବି ଜୋର ଧରିଛି ରାଜନୀତି । ଶାସନକୁ ଆସିଲେ କୃଷି ରଣ ଛାଡ଼ କରାଯିବ ବୋଲି ଉଭୟ କଂଗ୍ରେସ ଓ ବିଜେପି ଘୋଷଣା କଲେଣି । ଆଉ ବିଜେଡି ସବୁବେଳେ କହିଆସୁଛି , ଚାଷୀଙ୍କୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.