ତେଲ ରାଜନୀତି : 9pm (07.09.2018)
8/09/2018 at 4:31 AM

ଆମର ଆଜିର ବିତର୍କ – ତେଲ ରାଜନୀତି
ପେଟ୍ରୋଲ୍ ଡିଜେଲ୍ ଦରକୁ ନେଇ ଏବେ ଚାଲିଛି ଦୋଷ ଲଦାଲଦି । ଓଡ଼ିଶାରେ ଲିଟର୍ ୮୦ ପାଖାପାଖି ହେଲାଣି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେଡି ଆଜି ପେଟ୍ରୋଲ ପମ୍ପରେ ଧାରଣା ଦେଇଛି । ବିଧାନସଭାରେ ହୁଲୁସ୍ତୁଲ କରିଛି । ସେପଟେ ବିଜେପି କହିଛି, ରାଜ୍ୟ ସରକାର କାହିଁକି ଭାଟ୍ ଛାଡ଼ କରୁନାହାନ୍ତି । ପେଟ୍ରୋଲକୁ ଜି.ଏସ୍.ଟି ପରିସରଭୁକ୍ତ କରିବା ଲାଗି ଦାବି ମଧ୍ୟ ହୋଇଛି ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021