ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ପୁରୀ ଜିଲ୍ଲାପାଳ, ରଖିଲେ ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ତଥ୍ୟ
  • ||
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ତେଲ ରାଜନୀତି : 9pm (07.09.2018)

8/09/2018 at 4:31 AM

ଆମର ଆଜିର ବିତର୍କ – ତେଲ ରାଜନୀତି
ପେଟ୍ରୋଲ୍ ଡିଜେଲ୍ ଦରକୁ ନେଇ ଏବେ ଚାଲିଛି ଦୋଷ ଲଦାଲଦି । ଓଡ଼ିଶାରେ ଲିଟର୍ ୮୦ ପାଖାପାଖି ହେଲାଣି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ବିଜେଡି ଆଜି ପେଟ୍ରୋଲ ପମ୍ପରେ ଧାରଣା ଦେଇଛି । ବିଧାନସଭାରେ ହୁଲୁସ୍ତୁଲ କରିଛି । ସେପଟେ ବିଜେପି କହିଛି, ରାଜ୍ୟ ସରକାର କାହିଁକି ଭାଟ୍ ଛାଡ଼ କରୁନାହାନ୍ତି । ପେଟ୍ରୋଲକୁ ଜି.ଏସ୍.ଟି ପରିସରଭୁକ୍ତ କରିବା ଲାଗି ଦାବି ମଧ୍ୟ ହୋଇଛି ।

   Related Posts