Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||

୯୯ ପ୍ରତିଶତ ରେଜଲ୍ଟ କଲା ପ୍ଲସ ଟୁ ସାଇନ୍ସ କଲେଜ ଅଫ୍ ଆଟିଇଆର, ପଦାର୍ଥ ବିଜ୍ଞାନରେ ଆୟିସା ଟପ୍ପର

3/06/2019 at 6:11 PM

ଭୁବନେଶ୍ବର୩|୬: ଯୁକ୍ତ ଦୁଇ ସାଇନ୍ସ କଲେଜ ଅଫ ଆଟିଇଆର ସଫଳତାରେ ଶତପ୍ରତିଶତ ରେକର୍ଡ କରିଛି । ପୂର୍ବବର୍ଷ ତୁଳନାରେ ଏଥର ପାସହାର ଅଧିକ । ଚଳିଥର ୯୯ ପ୍ରତିଶତ ରେଜଲ୍ଟ କରିଛି କଲେଜ ।

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୯୯ ହଜାର ୧୮ ଜଣ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଚଳିତଥର ଯୁକ୍ତ ଦୁଇ ସାଇନ୍ସ କଲେଜ ଅଫ ଆଟିଇଆର ସଫଳତାରେ ଶତପ୍ରତିଶତ ରେକର୍ଡ କରିଛି । ପୂର୍ବବର୍ଷ ତୁଳନାରେ ଏଥର ପାସହାର ଅଧିକ । ଚଳିଥର ୯୯ ପ୍ରତିଶତ ରେଜଲ୍ଟ କରିଛି କଲେଜ । ମୋଟ ୧୭୫ ଜଣ ଚଳିଥର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୦ ଜଣ ପ୍ରଥମ ଶ୍ରେଣୀରେ ପାସ ହୋଇଛନ୍ତି । ସେହିପରି ୬୫ ଜଣ ଦ୍ବତୀୟ ଓ ୨୯ ଜଣ ତୃତୀୟ ଶ୍ରେଣୀରେ ପାସ ହୋଇଛନ୍ତି । ଅନ୍ୟପଟେ କଲେଜର ଆୟିସାରାଣୀ ବାରିକ ଦାର୍ଥ ବିଜ୍ଞାନରେ ୮୮ ପ୍ରତିଶତ ନମ୍ବର ରଖି ଉକ୍ତ ବିଷୟରେ ଷ୍ଟେଟ ଟପର ହୋଇଛନ୍ତି ।

ସେପଟେ କଲେଜର ସଫଳତାର ସମସ୍ତ ଶ୍ରେୟ ଛାତ୍ରଛାତ୍ରୀଙ୍କୁ ଯାଉଛି । ତାସହ କଲେଜର ଅଧ୍ୟାପକଙ୍କୁ ମଧ୍ୟ ଯାଉଛି ବୋଲି ଯୁକ୍ତ ଦୁଇ ସାଇନ୍ସ କଲେଜ ଅଫ ଆଇଟିଇଆରର ପ୍ରିନ୍ସପାଲ ପ୍ରଫେସର ପୁଷ୍ପେନ୍ଦ୍ର ଚନ୍ଦ୍ର ଦାଶ କହିଛନ୍ତି । କଲେଜ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସବୁ ସମୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଛି । ଯେଉଁଥିପାଇଁ କଲେଜକୁ ଏହି ସଫଳତା ମଳିଛି ।

ଆଇଟିଇଆର କଲେଜ ଶିକ୍ଷା ଦାନ କ୍ଷେତ୍ରରେ ରାଜ୍ୟ ତଥା ଦେଶରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ଅନୁଷ୍ଠାନର ମୂଳମନ୍ତ୍ର । ଯାହାକୁ ନେଇ ଆଇଟିଇଆର ସବୁ ସମୟରେ ସଫଳତା ହାସଲ କରୁଛି ।

   Related Posts