Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବେଆଇନ୍ ବାଲି ଚାଲାଣ କରୁଥିବାବେଳେ ଧରା ପଡ଼ିଲେ ୯ବାଲି ମାଫିଆ : ୯ଟି ଟ୍ରାକ୍ଟର ଜବତ

18/12/2019 at 4:42 PM

ବ୍ରହ୍ବପୁର୧୮/୧୨ :   ଆସିକାରେ ପୁଲିସ୍ ପୁଣି ଚଢାଉ କରିଛି । ବେଆଇନ୍ ବାଲି ଚାଲାଣ ହେଉଥିବା ଅଭିଯୋଗରେ ପୁଲିସ୍ ୯ଜଣଙ୍କୁ ଗିରଫ କରିଛି। ଆସିକା ନିକଟ ଜୟପୁର ବାଲି କ୍ୟାମ୍ପ ଉପରେ ଚଢାଉ ହୋଇଛି ।ଏଥିରେ ୯ଟି  ଟ୍ରାକ୍ଟର ଜବତ କରାଯାଇଛି।

କେତେକ ବାଲି ମାଫିଆ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

   Related Posts