Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସବ୍‌ଜେଲ୍‌ରେ ପୁଣି ୯ କଏଦୀ କରୋନା ପଜିଟିଭ୍‌, ୨୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

8/05/2021 at 8:22 AM

ସାଲେପୁର ୦୮।୦୫: ଚିନ୍ତା ବଢାଇଲାଣି କରୋନା । ସବ୍‌ଜେଲ୍‌ରୁ ପୁଣି ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସାଲେପୁର ସବ୍‌-ଜେଲ୍‌ରେ ମୋଟ ୨୨ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଖବର ଅନୁଯାୟୀ,  ସାଲେପୁର ସବ- ଜେଲରେ  ଜଣେ ବିଚାରଧୀନ କଏଦୀ ପଜିଟିଭି ଚିହ୍ନଟ ହୋଇଥିଲେ। ଏହାପରେ  ସବ ଜେଲର କର୍ମଚାରୀ ଓ  କଏଦୀଙ୍କୁ ମିଶାଇ ୬୨ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିଲା ବେଳେ ସେଥିରୁ ପ୍ରଥମେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ଆଉ ୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସବ୍‌ଜେଲ୍‌ରେ ମୋଟ ପଜିଟିଭ୍‌ ସଂଖ୍ୟା ୨୨ରେ ପହଁଚିଛି। ତେବେ କରୋନାରେ ଚିହ୍ନଟ ହୋଇଥିବା ଏହି ୨୨ କଏଦୀଙ୍କୁ ଅଲଗା ଅଲଗା ସ୍ୱତନ୍ତ୍ର ଆଇସୁଲେସନ ୱାର୍ଡରେ ରଖାଯାଇଛି । 

ତେବେ ପଜିଟିଭ ଥିବା କଏଦୀଙ୍କୁ ଏକ ସ୍ୱତନ୍ତ୍ର ସେଲରେ ରଖାଯାଇଛି । ପୁରା ଜେଲକୁ  ସାନିଟାଇଜ଼ କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସତର୍କ ଦୃଷ୍ଟି ରଖାଯାଇଛି।  ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ଡାକ୍ତରୀ ଟିମ ଗଠନ ହୋଇଛି । ଏପ୍ରଯ୍ୟନ୍ତ କାହାରି ଦେହ ଖରାପ ହୋଇନଥିବା ଜେଲ୍ କର୍ତ୍ତୃପକ୍ଷରୁ ନିକଟରୁ ସୂଚନା ମିଳିଛି ।

   Related Posts