ଡକାୟତି ଉଦ୍ୟମ ପଣ୍ଡ ; ୯ ଡକାୟତ ଗିରଫ
19/08/2018 at 7:58 AM

ଜୟପୁର ୧୯/୮ : ପୋଲିସ ପଞ୍ଝାରେରେ ଧରା ପଡିଲେ ୯ ଡକାୟତ | ୯ ଜଣ ଡକାୟତଙ୍କୁ କାବୁ କରିଛି ଜୟପୁର ସଦର ପୋଲିସ | ସମସ୍ତ ଡକାୟତଙ୍କ ବୟସ ୬୦ ରୁ ୭୦ ବର୍ଷ ହେବ | ସେମାନଙ୍କ ନିକଟରୁ ନଗଦ ୨୫ ହଜାର ଟଙ୍କା, ୬ଟି ମୋବାଇଲ, ହୋଣ୍ଡାସିଟି କାର୍ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ |