ଥାନା ଭଙ୍ଗାରୁଜା ଘଟଣାରେ ୯ ଗିରଫ, ଘଟଣାସ୍ଥଳରେ ଜାରି ରହିଛି ଉତ୍ତେଜନା

Published By : Prameya-News7 Bureau | April 14, 2019 IST

ସମ୍ବଲପୁର ୧୪|୪: ସମ୍ବଲପୁର-ରେଙ୍ଗାଲି କତରବଗା ଥାନା ଭଙ୍ଗାରୁଜା ଓ ପେ।ଲିସକୁ ଠେଲାପେଲା ଘଟଣାରେ ୯ ଗିରଫ । ଘଟଣାସ୍ଥଳରେ ଏବେବି ଉତ୍ତେଜନା ଜାରି ରହିଛି । ୩ ପ୍ଲାଟୁନ୍ ପେ।ଲିସ ଫେ।ର୍ସ ମୁତୟନ କରାଯାଇଛି । ଗତ କାଲି ରାତିରେ ବେ।ଲେରେ। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେ।ଇଥିଲା । କ୍ଷତିପୁରଣ ସହ ଡ୍ରାଇଭରର ଗିରଫ ଦାବିରେ ମୃତଦେହ ରଖି ଥାନା ଆଗରେ ଧାରଣା ଦେଇଥିଲେ ଗ୍ରାମବାସୀ । ଉତ୍ୟକ୍ତ ଲେ।କ ଥାନା ଭଙ୍ଗାରୁଜା କରିବା ସହ ପେ।ଲିସ ସହ ହାତାହାତି ହେ।ଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.