ଆରଏସପି ଡ଼ମ୍ପିଂ ୟାର୍ଡରୁ ଖସିଲା ମାଟି ଅତଡା : ୮ବର୍ଷର ବାଳିକା ଗୁରୁତର
2/11/2019 at 1:18 PM

ରାଉରକେଲା ୨।୧୧: ରାଉରକେଲା ଆର୍ଏସ୍ପି ଡ଼ମ୍ପିଂୟାର୍ଡରୁ ଖସିଲା ଅତଡା। ମାଟି ଅତଡା ଖସି ଜଣେ ବାଳିକା ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲର ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ଶୀତଳପଡା ବସ୍ତିରେ ଡମ୍ପିଂୟାର୍ଡରୁ ମାଟି ଅତଡା ଖସି ୮ବର୍ଷର ବାଳିକା ଗୁରୁତର ହୋଇଛନ୍ତି । ମାଟି ଅତଡାରେ ପୋତି ଯାଇଥିଲେ ବାଳିକା । ଖବରପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Posts
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021