ଆବାସିକ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ

Published By : Prameya-News7 Bureau | December 05, 2019 IST

କୋରାପୁଟ ୫/୧୨: ଗର୍ଭବତୀ ହେଲେ ଆବାସିକ ସ୍କୁଲର ଅଷ୍ଟମ ଶ୍ରେଣୀର  ଛାତ୍ରୀ।ଏମିତି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଏକ ଆବାସିକ ସ୍କୁଲରୁ।ଅଭିଯୋଗ ପାଇବା ପରେ ସଂପୃକ୍ତ ଛାତ୍ରୀଙ୍କୁ ଭେଟିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା।

ଛାତ୍ରୀ ଜଣଙ୍କ ୩ ମାସର ଗର୍ଭବତୀ ଥିବାରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଏ ନେଇ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ନେଇଛନ୍ତି DCPO.ତେବେ ଛାତ୍ରୀ ଦଶହରା ଛୁଟିରେ ଘରକୁ ଯାଇଥିଲେ ଓ ସେଠାରେ ହିଁ ସେ ଗର୍ଭବତୀ ହୋଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.